Tag: A massive #earthquake of over 6.4 magnitude hits assam and its neighbouring states
ଭୂମିକମ୍ପ : ଗୌହାଟି-ତେଜପୁରରେ ୬.୪ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ, ଲୋକେ ଘରୁ ବାହାରିଲେ
ନୂଆ ଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) ବୁଧବାର (ଏପ୍ରିଲ ୨୮) ସକାଳେ ଆସାମର ଗୁୌହାଟୀରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂମିକମ୍ପ ୬.୪ ମ୍ୟାଗ୍ନିଚ୍ୟୁଡ୍ ମାପ ହୋଇଛି ଆସାମର ତେଜପୁର...