Home Top News ସୂର୍ଯ୍ୟକୁମାର ଯାଦବ ପ୍ରଥମ ବଲ ଛକ୍କାମାରି ଖେଳ ଆରମ୍ଭ କଲେ, ଅର୍ଦ୍ଧ ଶତକ

ସୂର୍ଯ୍ୟକୁମାର ଯାଦବ ପ୍ରଥମ ବଲ ଛକ୍କାମାରି ଖେଳ ଆରମ୍ଭ କଲେ, ଅର୍ଦ୍ଧ ଶତକ

47

ନୂଆ ଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି -୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧ ଶତକ ମାରିଛନ୍ତି। ଏହା ହେଉଛି ତାଙ୍କର ଦ୍ୱିତୀୟ ଆନ୍ତର୍ଜାତୀୟ ମ୍ୟାଚ୍ କିନ୍ତୁ ବ୍ୟାଟିଂରେ ଏହା ତାଙ୍କର ପ୍ରଥମ ଇନିଂସ। ସେ ୬ ଟି ଚୌକା ଓ ଦୁଇଟି ଛକା ସହାୟତାରେ ୨୮ ଟି ବଲରେ ଅର୍ଦ୍ଧଶତକ ମାରିଥିଲେ। ସୁର୍ଯ୍ୟକୁମାର ଯାଦବ ଆଦିଲ ରସିଦଙ୍କ ବଲରେ ଚାରି ରନ୍ କରି ୫୦ ରନ୍ ମାର୍କ ଛୁଇଁଥିଲେ। ଅନ୍ତର୍ଜାତୀୟ କ୍ୟାରିୟରରେ ଛକା ମାରି ସୂର୍ଯ୍ୟ ଖାତା ଖୋଲିଥିଲେ। ଦ୍ୱିତୀୟ ଟି -୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ନିଜର ଟି -୨୦ ଡେବ୍ୟୁ କରିଥିଲେ। କିନ୍ତୁ ସାହି ମ୍ୟାଚ୍‌ରେ ସେ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ। ତେବେ ସେ ୪ର୍ଥ ମ୍ୟାଚ୍‌ରେ ୫୭ ରନ୍‌ କରି କୁରିଆନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଏହି ମ୍ୟାଚ୍‌ରେ ସେ ୩ଟି ଛକ୍କା ସହ ୬ଟି ଚୌକା ମାରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.