Home Top News ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଅଗ୍ନି -୫ ସଫଳତାର ସହିତ ଉତ୍‍କ୍ଷେପଣ

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଅଗ୍ନି -୫ ସଫଳତାର ସହିତ ଉତ୍‍କ୍ଷେପଣ

43

ନୂଆଦିଲ୍ଲୀ/ଭୁବନେଶ୍ୱର: ଅକ୍ଟୋବର ୨୭, ୨୦୨୧ରେ ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସନ୍ଧ୍ୟା ପ୍ରାୟ ୭.୫୦ ସମୟରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ କରାଯାଇଥିଲା। ତିନି ପର୍ଯ୍ୟାୟ କଠିନ ଇନ୍ଧନଯୁକ୍ତ ଇଞ୍ଜିନ୍ ବ୍ୟବହାର ହେଉଥିବା ଏହି କ୍ଷେପଣାସ୍ତ୍ର ୫୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟକୁ ଅତ୍ୟନ୍ତ ସଠିକତାର ସହିତ ଭେଦ କରିବାରେ ସକ୍ଷମ ଅଟେ। ଅଗ୍ନି- ୫ ଅତ୍ୟନ୍ତ ସଠିକ ଭାବେ ୫୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ଅଟେ। ଏଥିରେ ତିନି- ପର୍ଯ୍ୟାୟ କଠିନ ଇନ୍ଧନ ଇଞ୍ଜିନ ବ୍ୟବହାର କରାଯାଏ। ଭାରତର ନୀତି ଅନୁଯାୟୀ “ସର୍ବନିମ୍ନ ପ୍ରତିରୋଧ” ପାଇଁ ସଫଳ ଉତ୍‍କ୍ଷେପଣ ଯାହା “ପ୍ରଥମେ ବ୍ୟବହାର ହେବନାହିଁ” ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଥାଏ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.