Home ଓଡ଼ିଶା ୩୪ ଜଣଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

୩୪ ଜଣଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

147

ନୂଆଦିଲ୍ଲୀ, ୨୩ା୭, (ଓଡିଆ ପୁଅ/ପଙ୍କଜିନୀ ନାୟକ) : ଦିଲ୍ଲୀ ତ୍ରୈଲୋକ୍ୟପୁରୀରେ ୧୯୮୪ ମସିହାରେ ହୋଇଥିବା ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ହାଇକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ୩୪ ଜଣଙ୍କୁ ଆଜି ସୁପ୍ରିମକୋର୍ଟରେ ଜାମିନ ପ୍ରଦାନ କରିଛନ୍ତି।

ତେବେ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଦୋଷୀମାନଙ୍କୁ ୫ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଥିଲେ। ପରବର୍ତ୍ତୀ ସମୟରେ ଏହି ଦଣ୍ଡାଦେଶ ବିରୋଧରେ ଦୋଷୀମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.