ad
ଆନ୍ତର୍ଜାତୀୟ

ବାଲୁକା କଳା ପାଇଁ ଆମେରିକାରେ ସୁଦର୍ଶନଙ୍କୁ ପୁରସ୍କାର

ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ଆମେରିକାର ବୋଷ୍ଟନରେ ଓଡ଼ିଶାର ଖ୍ୟାତନାମା ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ପିପୁଲ୍ସ ଚଏସ୍ ଆୱାର୍ଡ଼। ସୁଦର୍ଶନଙ୍କର ବାଲୁକା କଳା “ସେଭ୍ ଆୱାର ଓସେନ୍” – ପ୍ଲାଷ୍ଟିକ୍ ପ୍ରଦୁଷଣ ଉପରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଉପସ୍ଥିତ ପରିଦର୍ଶକମାନଙ୍କର ବେଶ୍ ପସନ୍ଦ ହୋଇଥିଲା। ଏଥିପାଇଁ ତାଙ୍କୁ ପିପୁଲ୍ସ ଚଏସ୍ ଆୱାର୍ଡ଼ରେ ସମ୍ମାନୀତ କରାଯାଇଥିବା ସୁଦର୍ଶନ ଟ୍ୱିଟ୍ କରି ଜଣାଇଛନ୍ତି।

 

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top