Home Coronavirus Outbreak ବିଭିନ୍ନ ରାଜ୍ୟର କରୋନା ଭାଇରସ୍ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା

ବିଭିନ୍ନ ରାଜ୍ୟର କରୋନା ଭାଇରସ୍ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା

84

ନୂଆ ଦିଲ୍ଲୀ ୨୫ – ୧୦ (ଓଡ଼ିଆ ପୁଅ) ଦେଶରେ କରୋନାଭାଇରସର ପ୍ରତ୍ୟେହ ସଂକ୍ରମଣ ସଂଖ୍ୟା ବର୍ତ୍ତମାନ କମିବାରେ ଲାଗିଛି। ଜାନୁଆରୀ ୩୦ ରେ କେରଳରେ ପ୍ରଥମ କରୋନା ଭାଇରସ୍ ସଂକ୍ରମଣ ନିଶ୍ଚିତ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୭୮ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି।

ଏହି ମହାମାରୀକୁ ରୋକିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି।
କରୋନାଭାଇରସ୍ ସଂକ୍ରମଣରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି।

ଅକ୍ଟୋବର ୨୫ ସୁଦ୍ଧା ଦେଶରେ ୭୮, ୬୧, ୪୨୪ ସଂକ୍ରମିତ ହୋଇଛନ୍ତି। ଏବଂ ମୃତ୍ୟୁ ସଂଖ୍ୟା ୧, ୧୮, ୪୬୪ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ରାଜ୍ୟରେ କେତେ –

ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ – ସଂକ୍ରମିତ – ମୃତ୍ୟୁ ସଂଖ୍ୟା

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪, ୨୦୭ – ୫୮

ଅରୁଣାଚଳ ପ୍ରଦେଶ – ୧୪, ୧୪୫ – ୩୩

ଆସାମ – ୨୦୩, ୭୦୯ – ୯୦୦

ବିହାର – ୨, ୧୧, ୪୪୩ – ୧, ୦୪୨

ଚଣ୍ଡିଗଡ଼ – ୧୩, ୯୭୭ – ୨୧୬

ଛତିଶଗଡ – ୧୭୨, ୫୮୦ – ୧, ୭୩୮

ଦାଦ୍ରା ଏବଂ ନାଗର ହାଭେଲି ଓ ଦାମନ ଏବଂ ଡିୟୁ – ୩, ୨୨୦ – ୩

ଗୋଆ – ୪୨, ୦୩୧ – ୫୭୦

ଗୁଜୁରାଟ – ୧, ୬୬, ୨୫୪ – ୩, ୬୮୨

ହରିୟାଣା – ୧, ୫୭, ୦୬୪ – ୧, ୭୨୦

ହିମାଚଳ ପ୍ରଦେଶ – ୨୦, ୦୮୧ – ୨୮୫

ଝାଡଖଣ୍ଡ – ୯୯, ୪୨୮ – ୮୬୪

କର୍ଣ୍ଣାଟକ – ୭୯୮, ୩୭୮ – ୧୦, ୮୭୩

କେରଳ – ୩, ୮୬, ୦୮୭ – ୧, ୩୦୬

ଲକ୍ଷ୍ମୀଦୀପ – ୦ – ୦

ମଧ୍ୟପ୍ରଦେଶ – ୧, ୬୬, ୨୯୮ – ୨, ୮୭୫

ମହାରାଷ୍ଟ୍ର – ୧୬, ୩୮, ୯୬୧ – ୪୩, ୧୫୨

ମଣିପୁର – ୧୭, ୦୨୨ – ୧୩୮

ମେଘାଳୟ – ୮, ୮୮୨ – ୮୦

ମିଜୋରାମ ୨, ୩୮୯ – ୦

ନାଗାଲାଣ୍ଡ – ୮, ୫୧୫ – ୨୮

ଦିଲ୍ଲୀ – ୩୫୨, ୫୨୦ – ୬, ୨୨୫

ପୁଡୁଚେରୀ – ୩୪, ୧୧୨ – ୫୮୬

ପଞ୍ଜାବ – ୧୩୦, ୬୪୦ – ୪, ୧୦୭

ରାଜସ୍ଥାନ – ୧୮୪, ୪୨୨ – ୧, ୮୨୬

ସିକ୍କିମ୍ – ୩, ୭୭୦ – ୬୩

ତାମିଲନାଡୁ – ୭୦୬, ୧୩୬ – ୧୦, ୮୯୩

ତେଲେଙ୍ଗାନା – ୨୩୦, ୨୭୪ – ୧, ୩୦୩

ତ୍ରିପୁରା – ୩୦, ୧୩୫ – ୩୪୦

ଉତ୍ତରପ୍ରଦେଶ – ୪୬୮, ୨୩୮ – ୬, ୮୫୪

ଉତ୍ତରାଖଣ୍ଡ – ୬୦, ୧୫୫ – ୯୮୪

ପଶ୍ଚିମବଙ୍ଗ – ୩୪୫, ୫୭୪ – ୬, ୪୨୭

ଓଡିଶା – ୨୭୯, ୫୮୨ – ୧, ୨୨୯

ଆନ୍ଧ୍ରପ୍ରଦେଶ – ୮, ୦୪, ୦୨୬ – ୬, ୫୬୬

ଜାମ୍ମୁ କାଶ୍ମୀର – ୯୧, ୩୨୯ – ୧, ୪୩୦

ଲଦାଖ – ୫, ୮୪୦ – ୬୮

ଡିସଚାର୍ଜ ହୋଇଥିବା ଲୋକଙ୍କ ସଂଖ୍ୟା : ୭୦, ୧୬, ୦୪୬।

ଉପରୋକ୍ତ ସଂଖ୍ୟାରେ ବିଦେଶୀମାନେ ଅନ୍ତର୍ଭୁକ୍ତ, ଯେଉଁମାନେ କୋଭିଡ୍ – ୧୯ ଦ୍ୱାରା ସଂକ୍ରମିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.