Home Coronavirus Outbreak ଦେଶରେ ୬୪, ୫୩୧ ନୂଆ କରୋନା ଆକ୍ରାନ୍ତ, ୧, ୦୯୨ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୨,...

ଦେଶରେ ୬୪, ୫୩୧ ନୂଆ କରୋନା ଆକ୍ରାନ୍ତ, ୧, ୦୯୨ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୨, ୮୮୯ କୁ ବୃଦ୍ଧି

145

ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୪୫୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧୦୯୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭, ୬୭, ୨୭୪ କୁ ବୃଦ୍ଧି ପାଇଛି ଏବଂ ୬, ୭୬, ୫୧୪ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୨୦, ୩୭, ୮୭୧ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୫୨, ୮୮୯ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.