Home ଓଡ଼ିଶା ଓଡ଼ିଶାର ସୋଏବ ଅଫତାବ ହେଲେ NEET ଟପ୍ପର

ଓଡ଼ିଶାର ସୋଏବ ଅଫତାବ ହେଲେ NEET ଟପ୍ପର

202

ଭୁବନେଶ୍ୱର ୧୬-୧୦ (ଓଡ଼ିଆ ପୁଅ): NEET ପରୀକ୍ଷା ଫଳ ପ୍ରକାଶ ପାଇଛି। NEET ଟପ୍ପର ହୋଇଛନ୍ତି ଓଡ଼ିଶାର ସୋଏବ ଅଫତାବ। ସୋଏବ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି। ରାଉରକେଲାର ସୋଏବ ୧୦୦% ରଖିବାରେ ଓଡ଼ିଶାର ପ୍ରଥମ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.