ad
ଓଡ଼ିଶା

ଓଡ଼ିଶାର ସୋଏବ ଅଫତାବ ହେଲେ NEET ଟପ୍ପର

ଭୁବନେଶ୍ୱର ୧୬-୧୦ (ଓଡ଼ିଆ ପୁଅ): NEET ପରୀକ୍ଷା ଫଳ ପ୍ରକାଶ ପାଇଛି। NEET ଟପ୍ପର ହୋଇଛନ୍ତି ଓଡ଼ିଶାର ସୋଏବ ଅଫତାବ। ସୋଏବ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି। ରାଉରକେଲାର ସୋଏବ ୧୦୦% ରଖିବାରେ ଓଡ଼ିଶାର ପ୍ରଥମ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top