Home Coronavirus Outbreak ଦେଶରେ ୪୭, ୭୦୪ ନୂଆ କରୋନା ଆକ୍ରାନ୍ତ, ୬୫୪ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୩, ୪୨୫କୁ...

ଦେଶରେ ୪୭, ୭୦୪ ନୂଆ କରୋନା ଆକ୍ରାନ୍ତ, ୬୫୪ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୩, ୪୨୫କୁ ବୃଦ୍ଧି

102

ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୪୭, ୭୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୬୫୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୮୩, ୧୫୭ କୁ ବୃଦ୍ଧି ପାଇଛି ଏବଂ ୪, ୯୬, ୯୮୮ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୯, ୫୨, ୭୪୪ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩୩, ୪୨୫ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.