Home Top News ୯୪ କରି ଶାର୍ଦ୍ଦୁଲଙ୍କ ଶିକାର ହେଲେ ଜନି ବୟୋରଷ୍ଟୋ – ୨୪ ଓଭର ପରେ ଇଲଣ୍ଡ...

୯୪ କରି ଶାର୍ଦ୍ଦୁଲଙ୍କ ଶିକାର ହେଲେ ଜନି ବୟୋରଷ୍ଟୋ – ୨୪ ଓଭର ପରେ ଇଲଣ୍ଡ ୧୭୫/୩

105

ପୁନେ/ନୂଆ ଦିଲ୍ଲୀ ୨୩-୩ (ଓଡ଼ିଆ ପୁଅ) ଅହମ୍ମଦାବାଦରେ ଦୁଇଟି ଟେଷ୍ଟ ଏବଂ ପାଞ୍ଚଟି T20 ପରେ ଭାରତ ବନାମ୍‌ ଇଲଣ୍ଡ ପ୍ରଥମ ୱାନ୍‌ଡେ ପୁଣେରେ ଖେଳାଯାଉଛି। ଇଲଣ୍ଡ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ପ୍ରଥମ ୱାନ୍‌ଡେରେ ଇଲଣ୍ଡ ବିପକ୍ଷରେ ଭାରତ ୩୧୭ ରନ୍ କରି ଇଂଲଣ୍ଡକୁ ୩୧୮ ରନର ବିଜୟ ଲକ୍ଷ ଦେଇଛି। ଏହି ଲକ୍ଷରେ ଇଲଣ୍ଡର ଓପନିଂ ଯୋଡ଼ି ତୋଫାନୀ ଇନିଙ୍ଗ୍ସ ଖେଳିଥିଲେ। ତେବେ ପ୍ରସିଦ୍ଧ କୃଷ୍ଣା ପ୍ରଥମ ଦୁଇଟି ୱିକେଟ ନେବାରେ ସଫଳ ହୋଇଥିବେ ବେଳେ ବୟୋରଷ୍ଟୋଙ୍କ ୱିକେଟ୍‌ ନେଇଛନ୍ତି ସାର୍ଦ୍ଦୁଲ୍ ଠାକୁର। ତେବେ କୃଷ୍ଣାଙ୍କର ତାଙ୍କର ପ୍ରଥମ ଶିକାର ହୋଇଥିଲେ ଜେସନ ରୟ। ଜେସନ ରୟ ୩୫ ଟି ବଲ୍‌ ଖେଳି ୪୬ ରନ୍‌ କରି ଆଉଟ୍‌ ହୋଇଯାଇଛନ୍ତି। ଏଥିରେ ସେ ଗୋଟିଏ ଛକା ଏବଂ ୭ଟି ଚୌକା ମାରିଥିଲେ। ଉପର ପକ୍ଷରେ ବେଶ୍ ବିଜୁଳି ବେଗରେ ଖେଳୁଛନ୍ତି ଜନି ବୟୋରଷ୍ଟୋ। ସେ କେବଳ ୫୧ଟି ବଲ୍‌ରେ ୮୦ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ସେ ୭ଟି ଛକ୍କା ଏବଂ ୫ଟି ଚୌକା ମାରିଛନ୍ତି।
ବୟୋରଷ୍ଟୋ ତାଙ୍କର ୯୪ ରନ୍‌ରେ ୭ଟି ଛକ୍କା ଏବଂ ୬ଟି ଚୌକା ମାରିଛନ୍ତି।

ଏହାପରେ ବେନ୍‌ ଷ୍ଟୋକ୍ସ ଆସିଥିଲେ ସେ କେବଳ ଏକ ରନ୍‌ କରି ପ୍ରସିଦ୍ଧଙ୍କ ଶିକାର ହୋଇଛନ୍ତି। ୧୧ଟି ବଲ୍‌ ଖେଳି ସେ କେବଳ ଗୋଟିଏ ରନ୍‌ କରି ପାଭିଲିୟନ୍‌କୁ ଫେରିଛନ୍ତି। ତେବେ ଇଲଣ୍ଡ ଅଧିନାୟକ ଇଅନ୍‌ ମୋର୍ଗାନ୍‌ ସାଥି ଦେବା ପାଇଁ ଜସ୍‌ ବଟଲର ଆସିଛନ୍ତି।

ଭାରତ ଏକାଦଶ : ରୋହିତ ଶର୍ମା, ଶିଖର ଧାୱନ୍, ବିରାଟ କୋହଲି, ଶ୍ରେୟସ୍‌ ଆୟର, କେ.ଏଲ୍ ରାହୁଲ (wk), ହାର୍ଦ୍ଦୀକ ପାଣ୍ଡ୍ୟା, କ୍ରୁଣାଲ ପାଣ୍ଡ୍ୟା, ସାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, କେ ଯାଦବ, ପ୍ରସିଦ୍ଧ କୃଷ୍ଣ
ଇଂଲଣ୍ଡ ଏକାଦଶ : ଜେ ରୟ, ଜେ ବେୟାରଷ୍ଟୋ, ବି ଷ୍ଟୋକ୍ସ, ଇ ମୋର୍ଗାନ୍, ଜେ ବଟଲର୍ (wk), ଏସ୍ ବିଲିଙ୍ଗସ୍, ଏମ୍ ଅଲି, ଏସ୍ କୁରାନ୍, ଟି କୁରାନ୍, ଏ ରସିଦ୍, ଏମ୍ ଉଡ୍‌
ସ୍କୋର କାର୍ଡ଼
ଭାରତ
ବ୍ୟାଟ୍ସମ୍ୟାନ୍ ରନ୍‌ ବଲ୍ SR ଚୌକା ଛକ୍କା
ରୋହିତ ଶର୍ମା c ଜୋସ୍ ବଟଲର୍ ବି ବେନ୍ ଷ୍ଟୋକ୍ସ ୨୮ ୪୨ ୬୬.୬୬ ୪ ୦
ଶିଖର ଧାୱନ c ଇଏନ୍ ମୋର୍ଗାନ୍ b ବେନ୍ ଷ୍ଟୋକ୍ସ ୯୮ ୧୦୬ ୯୨.୪୫ ୧୧ ୨
ବିରାଟ କୋହଲି c ମୋଏନ୍ ଅଲି b ମାର୍କ ଉଡ୍‌ ୫୬ ୬୦ ୯୩.୩୩ ୬ ୦
ଶ୍ରେୟସ୍ ଆୟର ମ ସବ୍ (ଲିଭିଙ୍ଗଷ୍ଟୋନ୍) b ମାର୍କ ଉଡ୍‌ ୬ ୯ ୬୬.୬୬ ୧ ୦
କେଏଲ୍ ରାହୁଲ (ୱିକେଟ କିପର) ଅପରାଜିତ ୬୨ ୪୩ ୧୪୪.୧୮ ୪ ୪
ହାର୍ଦ୍ଦିକ ପାଣ୍ଡ୍ୟା c ଜନି ବେୟାରଷ୍ଟୋ ୱ ବେନ୍ ଷ୍ଟୋକ୍ସ ୧ ୯ ୧୧.୧୧ ୦ ୦
କ୍ରୁନାଲ ପାଣ୍ଡ୍ୟା ଅପରାଜିତ ୫୮ ୩୧ ୧୮୭.୦୯ ୭ ୨
ଖେଳି ନାହାଁନ୍ତି
ଶାରଦୁଲ ଠାକୁର
ଭୁବନେଶ୍ୱର କୁମାର
କୁଲଦୀପ ଯାଦବ
ପ୍ରସିଦ୍ଧ କୃଷ୍ଣ

EXTRAS (w ୫,।b ୩) ୮
ମୋଟ (୫ ୱିକେଟ୍, ୫୦ ଓଭର) ୩୧୭

ୱିକେଟ୍ ପତନ
୧-୬୪, (ରୋହିତ ଶର୍ମା, ୧୫.୧) ୨-୧୬୯, (ବିରାଟ କୋହଲି, ୩୨.୧) ୩-୧୮୭, (ଶ୍ରେୟସ୍ ଆୟର, ୩୪.୫) ୪-୧୯୭, (ଶିଖର ଧାୱନ, ୩୮.୧) ୫-୨୦୫, (ହାର୍ଦ୍ଦିକ ପାଣ୍ଡ୍ୟା, ୪୦.୩)

ଇଂଲଣ୍ଡ ବୋଲିଂ
ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ମାର୍କ ଉଡ୍‌ ୧୦ ୭୫ ୨ ୭.୫୦ ୩୪ ୧
ସାମ୍ କୁରାନ୍ ୧୦ ୪୮ ୦ ୪.୮୦ ୩୪ ୧
ଟମ୍ କୁରାନ୍ ୧୦ ୬୩ ୦ ୬.୩୦ ୨୨ ୦
ବେନ୍ ଷ୍ଟୋକ୍ସ ୮ ୩୪ ୩ ୪.୨୫ ୩୦ ୧
ଆଦିଲ୍ ରଶିଦ୍ ୯ ୬୬ ୦ ୭.୩୩ ୧୫ ୦
ମୋଏନ୍ ଅଲି ୩ ୨୮ ୦ ୯.୩୩ ୫ ୦

ଇଲଣ୍ଡ
ବ୍ୟାଟ୍ସମ୍ୟାନ୍ ରନ୍‌ ବଲ୍ SR ଚୌକା ଛକ୍କା
ଜେସନ ରୟ ସି ସବ୍ (ସୂର୍ଯ୍ୟକୁମାର ଯାଦବ) b ପ୍ରସାଦ କୃଷ୍ଣ ୪୬ ୩୫ ୧୩୧.୪୨ ୭ ୧
ଜନି ବେୟାରଷ୍ଟୋ c କୁଲଦୀପ ଯାଦବ ବି ଶାର୍ଦ୍ଦୁଲ ଠାକୁର ୯୪ ୬୬ ୧୪୨.୪୨ ୬ ୭
ବେନ୍ ଷ୍ଟୋକ୍ସ ସି ସବ୍ (ଶୁବମାନ ଗିଲ୍) b ପ୍ରସାଦ କୃଷ୍ଣ ୧ ୧୧ ୯.୦୯ ୦ ୦
ଇଏନ୍ ମୋର୍ଗାନ୍ (ଅଧିନାୟକ) c କେଏଲ ରାହୁଲ b ଶାର୍ଦୁଲ ଠାକୁର ୨୨ ୩୦ ୭୩.୩୩ ୧ ୧
ଜୋସ୍ ବଟଲର୍ (WKT) ଖେଳୁଛନ୍ତି ୨ ୩ ୬୬.୬୬ ୦ ୦
ସାମ୍ ବିଲିଙ୍ଗସ୍ ଖେଳୁଛନ୍ତି ୧ ୨ ୫୦.୦୦ ୦ ୦

ୱିକେଟ୍ ପତନ
୧–୧୩୫, (ଜେସନ ରୟ, ୧୪.୨) ୨–୧୩୭, (ବେନ ଷ୍ଟୋକ୍ସ, ୧୬.୨) ୩–୧୬୯, (ଜନି ବେୟାରଷ୍ଟୋ, ୨୨.୧) ୪–୧୭୫
ଭାରତର ବୋଲିଂ
ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ଭୁବନେଶ୍ୱର କୁମାର ୫ ୧୭ ୦ ୩.୪୦ ୨୦ ୦
ପ୍ରସାଦ କୃଷ୍ଣ ୬ ୪୬ ୨ ୭.୬୬ ୨୪ ୧
ଶାର୍ଦ୍ଦୁଲ ଠାକୁର ୫ ୩୩ ୩ ୬.୬୦ ୧୫ ୦
କ୍ରୁନାଲ ପାଣ୍ଡ୍ୟା ୩.୫ ୪୦ ୦ ​​୧୦.୪୩ ୧୦ ୦
କୁଲଦୀପ ଯାଦବ ୬ ୪୨ ୦ ୭.୦୦ ୧୬ ୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.