Home ଓଡ଼ିଶା ରାସ୍ତା ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତ୍ତର

ରାସ୍ତା ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତ୍ତର

381

କେନ୍ଦ୍ରାପଡ଼ା ୧୦/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କଟକ – ଚାନ୍ଦବାଲି ରାସ୍ତାର ଦୁହୁରିଆ ନିକଟସ୍ଥ ଓମଫେଡ ସମ୍ମୁଖରେ ଏକ କାର ସହିତ ଅନ୍ୟଏକ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମିଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଉଭୟ ମୃତ ଓ ଗୁରୁତ୍ତରଙ୍କ କୈାଣସି ପରିଚୟ ମିଳିନଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.