Home ଓଡ଼ିଶା ସୁଶାନ୍ତ ରାଜପୁତ କେସ୍ – ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ରିୟା ଚକ୍ରବର୍ତ୍ତୀଙ୍କ ଘରେ ଚଢ଼ାଉ...

ସୁଶାନ୍ତ ରାଜପୁତ କେସ୍ – ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ରିୟା ଚକ୍ରବର୍ତ୍ତୀଙ୍କ ଘରେ ଚଢ଼ାଉ ଜାରୀ

98

ମୁମ୍ବାଇ ୦୪ ସେପ୍ଟେମ୍ବର (ଓଡ଼ିଆ ପୁଅ) ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ରୀୟା ଚକ୍ରବର୍ତ୍ତୀଙ୍କ ଘରେ ଚଢ଼ାଉ କରିଛି।
ରିୟା ଚକ୍ରବର୍ତ୍ତୀଙ୍କ ଘରେ ସକାଳ ୬.୪୦ ରେ ଏନସିବି ର ୫ ସଦସୀୟ ଦଳତାଙ୍କ ଘରେ ଛାପା ମାରି ଲାପଟପ୍ ଯାଞ୍ଚ କରାଯାଉଥିବା ଜାତୀୟ ଗଣ ମାଧ୍ୟମ ସୂତ୍ରରୁ ପ୍ରକାଶ।

ଏନସିବି ଟିମ୍ ମଧ୍ୟ ସାମୁଏଲ୍ ମିରାଣ୍ଡା ମିରାଣ୍ଡାଙ୍କ ଘରେ ଚଢ଼ାଉ କରିଛି। ମୁମ୍ବାଇ ପୋଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.