Home Top News କେନ୍ଦ୍ର ସରକାରୀ ପେନସନଭୋଗୀ/ପରିବାର ପେନସନଭୋଗୀଙ୍କୁ ମହଁଗା ଆଶ୍ୱସ୍ତିର ସଂଶୋଧିତ ଦର ୧ ଜୁଲାଇରୁ ଲାଗୁ ହେବ

କେନ୍ଦ୍ର ସରକାରୀ ପେନସନଭୋଗୀ/ପରିବାର ପେନସନଭୋଗୀଙ୍କୁ ମହଁଗା ଆଶ୍ୱସ୍ତିର ସଂଶୋଧିତ ଦର ୧ ଜୁଲାଇରୁ ଲାଗୁ ହେବ

157

ନୂଆଦିଲ୍ଲୀ ୨୨-୭ (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ ପେନ୍‌ସନ୍‌ଭୋଗୀ / ପରିବାର ପେନ୍‌ସନ୍‌ଭୋଗୀଙ୍କ ପାଇଁ ଗ୍ରହଣୀୟ ମହଁଗା ରିଲିଫ୍ ବର୍ତ୍ତମାନର ହାର ୧୭% ରୁ ୨୮% ବୃଦ୍ଧି କରାଯାଇଛି। ମୌଳିକ ପେନ୍ସନ୍ / ପରିବାର ପେନ୍ସନ୍ (ଅତିରିକ୍ତ ପେନ୍ସନ୍ / ପରିବାର ପେନ୍ସନ୍ ଅନ୍ତର୍ଭୂକ୍ତ କରି) ୧ ଜୁଲାଇ ୨୦୨୧ ରୁ କାର୍ଯ୍ୟକାରୀ ହେବ ବୋଲି ଭାରତ ସରକାରଙ୍କର କାର୍ମିକ, ଜନ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ ପକ୍ଷରୁ ଜାରୀ କରାଯାଇଥିବା ଏକ ଅଫିସିଆଲ୍‌ ମେମୋରେଣ୍ଡମରେ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.