Home Top News ନୂଆଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତ ହେଲେ ରାକେଶ ଆସ୍ତାନା

ନୂଆଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତ ହେଲେ ରାକେଶ ଆସ୍ତାନା

40

ନୂଆ ଦିଲ୍ଲୀ ୨୭ ଜୁଲାଇ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ମଙ୍ଗଳବାର ଦିନ ରାକେଶ ଆସ୍ତାନାଙ୍କୁ ନୂଆଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସେ ଗୁଜୁରାଟ କ୍ୟାଡରର ୧୯୮୪-ବ୍ୟାଚ୍ ଆଇପିଏସ୍ ଅଧିକାରୀ। ଆସ୍ଥାନା ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ମହାନିର୍ଦ୍ଦେଶକ ଥିଲେ। ଡିଜି-ଆଇଟିବିପି ଏସ୍ ଦେଶୱାଲଙ୍କୁ ନିୟମିତ (ବିଏସ୍ଏଫ୍) ର ମହାନିର୍ଦ୍ଦେଶକଙ୍କ ନିଯୁକ୍ତି ପର୍ଯ୍ୟନ୍ତ ଡିଜି-ବିଏସ୍ଏଫ୍ ର ଅତିରିକ୍ତ ଦାୟିତ୍ତ୍ୱ ଗ୍ରହଣ କରିବାକୁ ନିଯୁକ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.