Home ଓଡ଼ିଶା ରାଜ୍ୟସଭା ନିର୍ବାଚନ ଫଳାଫଳ: ଏନଡିଏ- ୧୧ , ୟୁପିଏ- ୫, ଅନ୍ୟାନ୍ୟ- ୮ 

ରାଜ୍ୟସଭା ନିର୍ବାଚନ ଫଳାଫଳ: ଏନଡିଏ- ୧୧ , ୟୁପିଏ- ୫, ଅନ୍ୟାନ୍ୟ- ୮ 

238

ଭୁବନେଶ୍ୱର: ଆସିଯାଇଛି ରାଜ୍ୟସଭା ନିର୍ବାଚନ ଫଳାଫଳ। ମୋଟ ୨୪ଟି ଆସନ ମଧ୍ୟରୁ ୧୧ଟି ଆସନରେ ଏନଡିଏ , ୫ଟି ଆସନରେ ୟୁପିଏ ଏବଂ ୮ଟି ଆସନରେ ଅନ୍ୟାନ୍ୟ ବିଜୟୀ ହୋଇଛନ୍ତି।

ଫଳାଫଳ –
ଆନ୍ଧ୍ରପ୍ରଦେଶ ୪ଟି ଆସନରୁ ୱାଏସଆରସିପି (ଅନ୍ୟାନ୍ୟ) – ୪
ଅରୁଣାଚଳ ପ୍ରଦେଶ ଗୋଟିଏ ଆସନରୁ ବିଜେପି (ଏନଡିଏ) – ୧
ଗୁଜୁରାଟ ୪ଟି ଆସନ ମଧ୍ୟରୁ ବିଜେପି (ଏନଡିଏ) – ୩, କଂଗ୍ରେସ (ୟୁପିଏ) – ୧
ଝାରଖଣ୍ଡ ୨ଟି ଆସନ ମଧ୍ୟରୁ ବିଜେପି (ଏନଡିଏ) – ୧, ଜେଏମଏମ୍ (ଅନ୍ୟାନ୍ୟ) – ୧
କର୍ଣ୍ଣାଟକ ୪ଟି ଆସନ ମଧ୍ୟରୁ ବିଜେପି- (ଏନଡିଏ) – ୨, କଂଗ୍ରେସ (ୟୁପିଏ)- ୧, ଜେଡିଏସ୍ (ଅନ୍ୟାନ୍ୟ) – ୧
ମଧ୍ୟପ୍ରଦେଶ ୩ଟି ଆସନ ମଧ୍ୟରୁ ବିଜେପି (ଏନଡିଏ) – ୨, କଂଗ୍ରେସ (ୟୁପିଏ) – ୧
ମଣିପୁର ଗୋଟିଏ ଆସନରୁ ବିଜେପି (ଏନଡିଏ) – ୧
ମେଘାଳୟ ଗୋଟିଏ ଆସନରୁ ଏନପିପି (ଅନ୍ୟାନ୍ୟ) – ୧
ମିଜୋରାମ ଗୋଟିଏ ଆସନରୁ ଏମଏନଏଫ (ଅନ୍ୟାନ୍ୟ) – ୧
ରାଜସ୍ଥାନ ୩ଟି ଆସନ ମଧ୍ୟରୁ କଂଗ୍ରେସ (ୟୁପିଏ) – ୧, ବିଜେପି (ଏନଡିଏ) – ୧। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.