Home Coronavirus Outbreak ରାଜ୍ୟସଭା ସଚିବାଳୟ ଅଧିକାରୀ କରୋନା ସଂକ୍ରମିତ ଦୁଇଟି ଫ୍ଲୋର ସିଲ୍ ହେଲା

ରାଜ୍ୟସଭା ସଚିବାଳୟ ଅଧିକାରୀ କରୋନା ସଂକ୍ରମିତ ଦୁଇଟି ଫ୍ଲୋର ସିଲ୍ ହେଲା

152

ନୂଆଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) : ସଂସଦରେ କାର୍ଯ୍ୟ କରୁଥିବା ରାଜ୍ୟସଭା ସଚିବାଳୟ ଅଧିକାରୀ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି। ଏହା ପରେ ସଂସଦ ଗୃହର ଦୁଇଟି ମହଲାକୁ ସିଲ୍ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.