Home Coronavirus Outbreak ପୁରୀ ଜିଲ୍ଲାରେ ଆଜି ୫୦ ଜଣ କୋଭିଡ୍ ପଜେଟିଭ୍ ଚିହ୍ନଟ

ପୁରୀ ଜିଲ୍ଲାରେ ଆଜି ୫୦ ଜଣ କୋଭିଡ୍ ପଜେଟିଭ୍ ଚିହ୍ନଟ

178

ପୁରୀ ୦୧-୦୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ମ୍ୟୁନିସିପାଲଟି ଅଞ୍ଚଳର ୩୨ ଟି ୱାର୍ଡ ମଧ୍ୟ ରୁ ୱାର୍ଡ ନଂ ୧୧ ରୁ ୨ ଜଣ, ୧୭ ରୁ ୨ ଜଣ, ୧୯ ରୁ ୧ଜଣେ, ୨୧ ରୁ ୩ଜଣ, ୨୩ ରୁ ୧, ୨୬ ରୁ ୨, ୨୭ ରୁ ୧, ୨୮ ରୁ ୧, ୨୯ରୁ ୪, ୩୦ ରୁ ୧, ୩୧ ରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପିପିଲି ରୁ ଜଣେ ବ୍ରହ୍ମଗିରି ରୁ ୨ ଜଣ, ଗୋପ ୨ ଜଣ, କାକଟପୁର ୨ ଜଣ, ପୁରୀ ସଦର ୩, ନିମାପଡା ୪, କୃଷ୍ଣପ୍ରସାଦ ୪, ସତ୍ୟବାଦୀ ୫, ଅସ୍ତରଙ୍ଗରୁ ୬ ଜଣ ଚିହ୍ନଟ ହୋଇଥିବା ଜଣା ଯାଇଛି।

ଜିଲ୍ଲାରେ ବର୍ତ୍ତମାନ ୪୨୧ ଟି ଆକ୍ଟିଭ୍ କେସ୍ ଥିବା ବେଳ ୩୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ମୋଟ ୨୬, ୦୫୩ ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଛି।ବର୍ତମାନ ଜିଲ୍ଲାରେ ୫୨ ଟି ସ୍ଥାନରେ କଣ୍ଟେନ୍‌ମେଣ୍ଟ ଜୋନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.