Home ଓଡ଼ିଶା ପୁରୀ ପ୍ରସୁତି ବିଭାଗର ଓଟି ସିଲ୍ ହେଲା

ପୁରୀ ପ୍ରସୁତି ବିଭାଗର ଓଟି ସିଲ୍ ହେଲା

91

ପୁରୀ ୦୧-୦୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସଦର ମହକୁମା ଚିକିତ୍ସାଳୟର ପ୍ରସୁତି ବିଭାଗର ଓ ଟି କୁ ସିଲ୍ କରାଗଲା। ଓ ଟି ର ୨ ଜଣ ନର୍ସ ଓ ଜଣେ ଡାକ୍ତର କୋରନା ପଜେଟିଭ୍ ଚିହ୍ନଟ ହେବା ପରେ ଆଜି ଏହି ଓ ଟି କୁ ସିଲ୍ କରିଦିଆଯିବା ସଂଙ୍ଗେ ସଂଙ୍ଗେ ଓ ଟି ଗୃହକୁ ବିଶୋଧନ କରାଯାଇଛି।

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି। ପୂର୍ବରୁ ଆଇ ସି ୟୁ ରେ ଜଣେ ପଜେଟିଭ୍ ରୋଗୀ ଚିକିତ୍ସା ସମୟରେ ପଜେଟିଭ୍ ଚିହ୍ନଟ ହୋଇଥିବା ଯୋଗୁଁ ଆଇ ସି ୟୁ କୁ ମଧ୍ୟ ସିଲ୍ କରିଦିଆଯାଇଥିଲା।

ପୁରୀ ସଦର ମହକୁମା ଚିକିତ୍ସାଳୟ ଉପରେ ଜିଲ୍ଲା ର ୧୧ ଟି ବ୍ଲକ୍ ର ବିଭିନ୍ନ ପଚାଂୟତର ରୋଗୀମାନେ ଚିକିତ୍ସା ପାଇଁ ଏହା ଉପରେ ନିର୍ଭର କରିଥାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.