Home ଓଡ଼ିଶା କେଦାରନାଥ ଧାମରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

କେଦାରନାଥ ଧାମରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

104

ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୯-୦୯-୨୦୨୦) କେଦାରନାଥ ଧାମରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ମଧ୍ୟରେ କେଦାରନାଥ ଧାମର ଭିତ୍ତିଭୂମିର ବିକାଶ ଅନ୍ତର୍ଭୁକ୍ତ। ଏହା ଫଳରେ ସେଠାକୁ ଅଧିକରୁ ଅଧିକ ତୀର୍ଥଯାତ୍ରୀ ପରିଦର୍ଶନରେ ଯାଇପାରିବେ।

ତୀର୍ଥଯାତ୍ରୀଙ୍କୁ ସୁହାଇଲାଭଳି ପରିବେଶଧର୍ମୀ ସୁବିଧା ସୃଷ୍ଟି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି। କେଦାରନାଥ ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ମଧ୍ୟ ଶ୍ରୀ ମୋଦୀ ଜୋର ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.