Home Top News ଭାରତ ରତ୍ନ ଡଃ ଭୀମରାଓ ସ୍ମାରକୀ ଏବଂ ସାଂସ୍କୃତିକ କେନ୍ଦ୍ର ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା...

ଭାରତ ରତ୍ନ ଡଃ ଭୀମରାଓ ସ୍ମାରକୀ ଏବଂ ସାଂସ୍କୃତିକ କେନ୍ଦ୍ର ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

38

ଡଃ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ଲୋକପ୍ରିୟ କରିବ ଏହି କେନ୍ଦ୍ର : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ସମ୍ମାନୀୟ ଡଃ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ କରିବାରେ ନେତୃତ୍ୱ ନେଇଥିବାରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ ‘ଭାରତ ରତ୍ନ ଡଃ ଭୀମରାଓ ସ୍ମାରକୀ ଏବଂ ସାଂସ୍କୃତିକ କେନ୍ଦ୍ର, ଲକ୍ଷ୍ନୌ’ ଯୁବକମାନଙ୍କ ମଧ୍ୟରେ ସମ୍ମାନନୀୟ ଡଃ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ଆହୁରି ଲୋକପ୍ରିୟ କରିବ।

ଏହି ପ୍ରୟାସର ନେତୃତ୍ୱ ନେଇଥିବାରୁ ମୁଁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କରୁଛି”।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.