Home Top News ତୀରନ୍ଦାଜ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ପାଇଁ ଦୀପିକା କୁମାରୀ, ଅଙ୍କିତା ଭକତ, କୋମାଲିକା ବରୀ, ଅତନୁ...

ତୀରନ୍ଦାଜ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ପାଇଁ ଦୀପିକା କୁମାରୀ, ଅଙ୍କିତା ଭକତ, କୋମାଲିକା ବରୀ, ଅତନୁ ଦାସ ଏବଂ ଅଭିଷେକ ବର୍ମାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

55

ନୂଆଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ପ୍ୟାରିସଠାରେ ତୀରନ୍ଦାଜ ବିଶ୍ୱକପ୍ରେ ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୀପିକା କୁମାରୀ, ଅଙ୍କିତା ଭକତ, କୋମାଲିକା ବରୀ, ଅତନୁ ଦାସ ଏବଂ ଅଭିଷେକ ବର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଗତ କିଛି ଦିନ ହେବ ବିଶ୍ୱକପରେ ଆମର ତୀରନ୍ଦାଜମାନଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳୁଛି। ଦୀପିକା କୁମାରୀ, ଅଙ୍କିତା ଭକତ, କୋମାଲିକା ବରୀ, ଅତନୁ ଦାସ ଏବଂ ଅଭିଷେକ ବର୍ମା, ସମସ୍ତ ତୀରନ୍ଦାଜଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ, ଯାହା ଏହି କ୍ଷେତ୍ରରେ ଆଗାମୀ ପ୍ରତିଭାଙ୍କୁ ପ୍ରେରଣା ଯୋଗାଇବ”।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.