Home Top News ଆଜି (୯ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

ଆଜି (୯ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

67

ନୂଆ ଦିଲ୍ଲୀ ୯ -୧୦ (ଓଡ଼ିଆ ପୁଅ) ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୪୩ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୨୯ ରୁ ୩୬ ପଇସା ବୃଦ୍ଧି ପାଇଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ପେଟ୍ରୋଲ ଏବଂ ଡିଜେଲ ଜର କ୍ରମରେ ମୁଖ୍ୟ ସହର ଗୁଡ଼ିକରେ ଏବଂ ଜିଲ୍ଲାରେ ଦର କେତେ?

ସହରର ନାମ ଆଜିର ଦର (୯-୧୦) ଗତକାଲିର ଦର (୮-୧୦) ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୩.୮୪ ୧୦୩.୫୪ ୦.୩
କୋଲକାତା ୧୦୪.୫୨ ୧୦୪.୨୩ ୦.୨୯
ମୁମ୍ବାଇ ୧୦୯.୮୩ ୧୦୯.୫୪ ୦.୨୯
ଚେନ୍ନାଇ ୧୦୧.୩୭ ୧୦୧.୦୧ ୦.୩୬
ଗୁରୁଗାଓଁ ୧୦୧.୨୭ ୧୦୧.୨୪ ୦.୦୩
ନୋଏଡା ୧୦୧.୧୧ ୧୦୦.୬୧ ୦.୫
ବାଙ୍ଗାଲୋର ୧୦୭.୪୬ ୧୦୭.୧୪ ୦.୩୨
ଭୁବନେଶ୍ୱର ୧୦୪.୭୫ ୧୦୪.୯୮ -୦.୨୩
ଚଣ୍ଡିଗଡ଼ ୯୯.୯୫ ୯୯.୬୭ ୦.୨୮
ହାଇଦ୍ରାବାଦ ୧୦୮.୦୨ ୧୦୭.୭୧ ୦.୩୧
ଜୟପୁର ୧୧୦.୯୨ ୧୧୦.୪୯ ୦.୪୩
ଲକ୍ଷ୍ନୌ ୧୦୦.୮୯ ୧୦୦.୬ ୦.୨୯
ପାଟନା ୧୦୬.୯୪ ୧୦୬.୭ ୦.୨୪
ତ୍ରୀଭେନ୍ଦ୍ରମ୍ ୧୦୬.୦୯ ୧୦୫.୫୧ ୦.୫୮
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୨.୪୭ ୯୨.୧୨ ୦.୩୫
କୋଲକାତା ୯୫.୫୮ ୯୫.୨୩ ୦.୩୫
ମୁମ୍ବାଇ ୧୦୦.୨୯ ୯୯.୯୨ ୦.୩୭
ଚେନ୍ନାଇ ୯୭.୦୩ ୯୬.୬ ୦.୪୩
ଗୁରୁଗାଓଁ ୯୨.୯୬ ୯୨.୮୫ ୦.୧୧
ନୋଏଡା ୯୩.୧ ୯୨.୫୫ ୦.୫୫
ବାଙ୍ଗାଲୋର ୯୮.୧୫ ୯୭.୭୭ ୦.୩୮
ଭୁବନେଶ୍ୱର ୧୦୦.୮୫ ୧୦୦.୯୯ -୦.୧୪
ଚଣ୍ଡିଗଡ଼ ୯୨.୨ ୯୧.୮୫ ୦.୩୫
ହାଇଦ୍ରାବାଦ ୧୦୦.୮୯ ୧୦୦.୫୧ ୦.୩୮
ଜୟପୁର ୧୦୧.୯୪ ୧୦୧.୪୬ ୦.୪୮
ଲକ୍ଷ୍ନୌ ୯୨.୯ ୯୨.୫୫ ୦.୩୫
ପାଟନା ୯୯ ୯୮.୭୫ ୦.୨୫
ତ୍ରୀଭେନ୍ଦ୍ରମ୍ ୯୯.୪୫ ୯୮.୮୩ ୦.୬୨
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୬.୧୭ ୧୦୬.୧୫ ୦.୦୨
ବାଲେଶ୍ୱର ୧୦୪.୭୪ ୧୦୪.୬୨ ୦.୧୨
ବରଗଡ ୧୦୬.୦୭ ୧୦୫.୮୮ ୦.୧୯
ଭଦ୍ରକ ୧୦୫.୫୩ ୧୦୪.୯୮ ୦.୫୫
ଭୁବନେଶ୍ୱର ୧୦୪.୭୫ ୧୦୪.୯୮ -୦.୨୩
ବଲାଙ୍ଗୀର ୧୦୬.୩୨ ୧୦୬.୨ ୦.୧୨
ବୌଦ୍ଧ ୧୦୬.୭୫ ୧୦୭.୨୯ -୦.୫୪
କଟକ ୧୦୫.୧ ୧୦୪.୮୧ ୦.୨୯
ଦେବଗଡ଼ ୧୦୫.୯୧ ୧୦୫.୫୯ ୦.୩୨
ଢେଙ୍କାନାଳ ୧୦୫.୫୬ ୧୦୫.୫୪ ୦.୦୨
ଗଜପତି ୧୦୬.୬୭ ୧୦୬.୯୧ -୦.୨୪
ଗଞ୍ଜାମ ୧୦୬.୦୩ ୧୦୬.୦୪ -୦.୦୧
ଜଗତସିଂହପୁର ୧୦୪.୨୬ ୧୦୪.୪୧ -୦.୧୫
ଯାଜପୁର ୧୦୫.୦୭ ୧୦୪.୭ ୦.୩୭
ଝାରସୁଗୁଡ଼ା ୧୦୪.୭୨ ୧୦୪.୬୪ ୦.୦୮
କଳାହାଣ୍ଡି ୧୦୮.୦୩ ୧୦୮.୨୩ -୦.୨
କନ୍ଧମାଳ ୧୦୬.୪୪ ୧୦୭.୨ -୦.୭୬
କେନ୍ଦ୍ରାପଡା ୧୦୪.୫୮ ୧୦୪.୫ ୦.୦୮
କେନ୍ଦୁଝର ୧୦୭.୧୮ ୧୦୬.୧୧ ୧.୦୭
ଖୋର୍ଦ୍ଧା ୧୦୪.୭୫ ୧୦୪.୯୮ -୦.୨୩
କୋରାପୁଟ ୧୦୯.୫ ୧୦୯.୩୧ ୦.୧୯
ମାଲକାନଗିରି ୧୧୦.୩୩ ୧୧୦.୦୨ ୦.୩୧
ମୟୁରଭଞ୍ଜ ୧୦୬.୨୩ ୧୦୪.୮୯ ୧.୩୪
ନବରଙ୍ଗପୁର ୧୦୯.୭୧ ୧୦୮.୯୯ ୦.୭୨
ନୟାଗଡ଼ ୧୦୫.୧୯ ୧୦୪.୮୮ ୦.୩୧
ନୂଆପଡ଼ା ୧୦୮.୧୫ ୧୦୭.୧୧ ୧.୦୪
ପୁରୀ ୧୦୪.୬୮ ୧୦୪.୮୨ -୦.୧୪
ରାୟଗଡ଼ା ୧୦୮.୫୮ ୧୦୮.୨୭ ୦.୩୧
ସମ୍ବଲପୁର ୧୦୫.୪୧ ୧୦୪.୯୪ ୦.୪୭
ସୋନପୁର ୧୦୫.୯ ୧୦୬.୧୫ -୦.୨୫
ସୁନ୍ଦରଗଡ ୧୦୪.୮୮ ୧୦୫.୧୪ -୦.୨୬
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୨.୨୫ ୧୦୨.୧୨ ୦.୧୩
ବାଲେଶ୍ୱର ୧୦୦.୮୬ ୧୦୦.୬୭ ୦.୧୯
ବରଗଡ ୧୦୨.୧୪ ୧୦୧.୮୯ ୦.୨୫
ଭଦ୍ରକ ୧୦୧.୬୨ ୧୦୧.୦୧ ୦.୬୧
ଭୁବନେଶ୍ୱର ୧୦୦.୮୫ ୧୦୦.୯୯ -୦.୧୪
ବଲାଙ୍ଗୀର ୧୦୨.୩୯ ୧୦୨.୧୯ ୦.୨
ବୌଦ୍ଧ ୧୦୨.୭୭ ୧୦୩.୨୨ -୦.୪୫
କଟକ ୧୦୧.୧୯ ୧୦୦.୮୩ ୦.୩୬
ଦେବଗଡ଼ ୧୦୧.୯୯ ୧୦୧.୬୧ ୦.୩୮
ଢେଙ୍କାନାଳ ୧୦୧.୬୪ ୧୦୧.୫୩ ୦.୧୧
ଗଜପତି ୧୦୨.୭ ୧୦୨.୮୫ -୦.୧୫
ଗଞ୍ଜାମ ୧୦୨.୦୮ ୧୦୨.୦୧ ୦.୦୭
ଜଗତସିଂହପୁର ୧୦୦.୩୫ ୧୦୦.୪୨ -୦.୦୭
ଯାଜପୁର ୧୦୧.୧୪ ୧୦୦.୭ ୦.୪୪
ଝାରସୁଗୁଡ଼ା ୧୦୦.୮୪ ୧୦୦.୬୯ ୦.୧୫
କଳାହାଣ୍ଡି ୧୦୪.୦୩ ୧୦୪.୧୫ -୦.୧୨
କନ୍ଧମାଳ ୧୦୨.୪୯ ୧୦୩.୧୩ -୦.୬୪
କେନ୍ଦ୍ରାପଡା ୧୦୦.୬୬ ୧୦୦.୫ ୦.୧୬
କେନ୍ଦୁଝର ୧୦୩.୧୭ ୧୦୨.୦୬ ୧.୧୧
ଖୋର୍ଦ୍ଧା ୧୦୦.୮୫ ୧୦୦.୯୯ -୦.୧୪
କୋରାପୁଟ ୧୦୫.୪୫ ୧୦୫.୧୯ ୦.୨୬
ମାଲକାନଗିରି ୧୦୬.୨୫ ୧୦୫.୮୭ ୦.୩୮
ମୟୁରଭଞ୍ଜ ୧୦୨.୨୯ ୧୦୦.୯୨ ୧.୩୭
ନବରଙ୍ଗପୁର ୧୦୫.୬୬ ୧୦୪.୮୯ ୦.୭୭
ନୟାଗଡ଼ ୧୦୧.୨୮ ୧୦୦.୯ ୦.୩୮
ନୂଆପଡ଼ା ୧୦୪.୧୫ ୧୦୩.୦୭ ୧.୦୮
ପୁରୀ ୧୦୦.୭୮ ୧୦୦.୮୪ -୦.୦୬
ରାୟଗଡ଼ା ୧୦୪.୫୪ ୧୦୪.୧୬ ୦.୩୮
ସମ୍ବଲପୁର ୧୦୧.୫୧ ୧୦୦.୯୮ ୦.୫୩
ସୋନପୁର ୧୦୧.୯୯ ୧୦୨.୧୫ -୦.୧୬
ସୁନ୍ଦରଗଡ ୧୦୧ ୧୦୧.୧୭ -୦.୧୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.