Home ଜିଲ୍ଲା ପରିକ୍ରମା ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁକନ୍ୟା ଉଦ୍ଧାର

91

ନୟାଗଡ଼,୯ା୨: (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ୍ବ୍ଳକ ଖୁଟୁବନ୍ଧ ପଂଚାୟତ ବଢିଆସାହିଠାରେ ନିର୍ମାଣଧୀନ କଲ୍ୟାଣମଣ୍ଡପ ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ  ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ନୟାଗଡ଼ ଶିଶୁ ସୁରକ୍ଷା ୟୁନିଟ ଶିଶୁକନ୍ୟାକୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟଚିକିତ୍ସାଳୟର ଏସଏନସିୟୁରେ ଭର୍ତ୍ତି କରିଛନ୍ତି । ଶିଶୁଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ି କ୍ରନ୍ଦନ କରୁଥିବାବେଳେ ବଢିଆସାହି ଗାଁର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ଲୁଗାଗୁଡ଼ା ହୋଇଥିବା ଶିଶୁକନ୍ୟାକୁ ସେଠାରୁ ନିଜ ଘରକୁ ଆଣିଥିଲେ । ଖବରପାଇ ଶିଶୁ ସୁରକ୍ଷା ଟିମ୍ ସେଠାରେ ପହଂଚି ଶିଶୁକନ୍ୟାକୁ ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.