Home Coronavirus Outbreak କଟିଙ୍ଗ୍ ବାହାଘର: ଆଉ ୫୦ ନୁହେଁ ବର କନିଆଁଙ୍କୁ ମିଶାଇ କେବଳ ୨୫: ବାଜା ବାଜିବନି,...

କଟିଙ୍ଗ୍ ବାହାଘର: ଆଉ ୫୦ ନୁହେଁ ବର କନିଆଁଙ୍କୁ ମିଶାଇ କେବଳ ୨୫: ବାଜା ବାଜିବନି, ଭୋଜିଭାତ ହବନି

202

ଭୁବନେଶ୍ୱର ୧୮-୫ (ଓଡ଼ିଆ ପୁଅ) : ବାହାଘର ଆଉ ୫୦ ନୁହେଁ କେବଳ ୨୫ ଜଣଙ୍କୁ ଏଣିକି ମିଳିବ ଅନୁମତି। ବାହାଘରରେ କୌଣସି ବ୍ୟକ୍ତି ଭୋଜିଭାତ ହେବ ନାହିଁ। ପ୍ୟାକେଟ୍‌ରେ ଖାଦ୍ୟ ନେଇ ଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ବିବାହ କାର୍ଯ୍ୟକ୍ରମରେ ବ୍ୟାଣ୍ଡ ବାଜା ବାଜିବନି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ରାଜ୍ୟରେ ଲକଡାଉନ୍‌ ଅବଧିକୁ ଆସନ୍ତା ଜୁନ୍‌ ୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.