Home Coronavirus Outbreak ପୁଣି ରାଜ୍ୟରେ ୧୧ ହଜାରରୁ ଅଧିକ ସଂକ୍ରମଣ: ୧୧,୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ କରୋନା...

ପୁଣି ରାଜ୍ୟରେ ୧୧ ହଜାରରୁ ଅଧିକ ସଂକ୍ରମଣ: ୧୧,୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ କରୋନା ନେଲା ୨୫ ଜୀବନ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

89

ଭୁବନେଶ୍ୱର ୨୦-୫ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ୧୧,୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟିନ ସେଣ୍ଟରରୁ ୬୪୩୯ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୪୦୩ କୁ ବୃଦ୍ଧି ପାଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଅନୁଗୁଳ ଜିଲ୍ଲାରୁ ୩ ଜଣ ,
ବାଲେଶ୍ୱର ଜିଲ୍ଲାରୁ ୧ ଜଣ ,
ବରଗଡ ଜିଲ୍ଲାରୁ ୧ ଜଣ ,
ବଲାଙ୍ଗୀର ଜିଲ୍ଲାରୁ ୧ ଜଣ ,
ବୌଦ୍ଧ ଜିଲ୍ଲାରୁ ୧ ଜଣ ,
କଟକ ଜିଲ୍ଲାରୁ ୧ ଜଣ ,
ଢେଙ୍କାନାଳ ଜିଲ୍ଲାରୁ ୧ ଜଣ ,
ଗଞ୍ଜାମ ଜିଲ୍ଲାରୁ ୨ ଜଣ ,
କଳାହାଣ୍ଡି ଜିଲ୍ଲାରୁ ୪ ଜଣ ,
କେନ୍ଦୁଝର ଜିଲ୍ଲାରୁ ୧ ଜଣ ,
ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ,
ପୁରୀ ଜିଲ୍ଲାରୁ ୧ ଜଣ ,
ରାୟଗଡ଼ା ଜିଲ୍ଲାରୁ ୨ ଜଣ , ଏବଂ
ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ,
ମୋଟ ୨୫ ଜଣ

ନୂତନ ସକରାତ୍ମକ ମାମଲା: ୧୧୪୯୮

କ୍ୱାଣ୍ଟିନରେ: ୬୪୩୯

ସ୍ଥାନୀୟ ଯୋଗାଯୋଗ: ୫୦୫୯

ଜିଲ୍ଲା ୱାରୀ ମାମଲା:

୧ – ଅନୁଗୁଳ: ୮୬୭

୨ – ବାଲେଶ୍ୱର: ୫୨୪

୩ – ବରଗଡ: ୩୯୫

୪ – ଭଦ୍ରକ: ୧୩୪

୫ – ବଲାଙ୍ଗୀର: ୨୯୪

୬ – ବୌଦ୍ଧ: ୩୧୩

୭ – କଟକ: ୧୧୦୭

୮ – ଦେବଗଡ଼: ୧୧୪

୯ – ଢେଙ୍କାନାଳ: ୨୫୧

୧୦ – ଗଜପତି: ୮୬

୧୧ – ଗଞ୍ଜାମ: ୨୨୮

୧୨ – ଜଗତସିଂହପୁର: ୩୨୫

୧୩ – ଯାଜପୁର: ୩୭୮

୧୪ – ଝାରସୁଗୁଡ଼ା: ୨୪୭

୧୫ – କଳାହାଣ୍ଡି: ୨୦୫

୧୬ – କନ୍ଧମାଳ: ୧୦୧

୧୭ – କେନ୍ଦ୍ରାପଡା: ୨୦୪

୧୮ – କେନ୍ଦୁଝର: ୧୯୩

୧୯ – ଖୋର୍ଦ୍ଧା: ୧୪୯୭

୨୦ – କୋରାପୁଟ: ୨୬୬

୨୧ – ମାଲକାନଗିରି: ୧୧୦

୨୨ – ମୟୂରଭଞ୍ଜ: ୫୩୮

୨୩ – ନବରଙ୍ଗପୁର: ୩୪୬

୨୪ – ନୟାଗଡ଼: ୩୮୨

୨୫ – ନୁଆପଡା: ୧୫୨

୨୬ – ପୁରୀ: ୪୨୪

୨୭ – ରାୟଗଡ଼ା: ୨୩୩

୨୮ – ସମ୍ବଲପୁର: ୩୯୩

୨୯ – ସୋନପୁର: ୨୨୭

୩୦ – ସୁନ୍ଦରଗଡ: ୭୦୩

୩୧ – ରାଜ୍ୟ ପୁଲ୍: ୨୬୧

ନୂତନ ପୁନରୁଦ୍ଧାର: ୧୦୦୩୬

ସଂଗୃହିତ ପରୀକ୍ଷଣ: ୧୧୧୧୮୯୮୪

ସକରାତ୍ମକ: ୬୫୫୮୯୯

ପୁନରୁଦ୍ଧାର: ୫୪୬୬୩୧

ସକ୍ରିୟ ମାମଲା: ୧୦୬୮୧୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.