ଭୁବନେଶ୍ୱର ୨୪-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୫୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୨୬୯୩କୁ ବୃଦ୍ଧି ପାଇଛି।
– ନୂଆ ଆକ୍ରାନ୍ତ: ୧୫୯୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୦୬୭
– ସ୍ଥାନୀୟ ଅଞ୍ଚଳରୁ୫୨୭
– ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୩୨
– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ
୧- ଅନୁଗୁଳ ଜିଲ୍ଲାରୁ – ୧୦
୨- ବାଲେଶ୍ୱର ଜିଲ୍ଲାରୁ – ୨୨
୩- ବରଗଡ଼ ଜିଲ୍ଲାରୁ – ୮
୪- ଭଦ୍ରକ ଜିଲ୍ଲାରୁ – ୬୦
୫- ବଲାଙ୍ଗୀର ଜିଲ୍ଲାରୁ – ୬
୬- ବୌଦ୍ଦ ଜିଲ୍ଲାରୁ – ୪୧
୭- କଟକ ଜିଲ୍ଲାରୁ – ୧୩୬
୮- ଢେଙ୍କାନାଳ ଜିଲ୍ଲାରୁ – ୨
୯- ଗଜପତି ଜିଲ୍ଲାରୁ – ୩
୧୦- ଗଞ୍ଜାମ ଜିଲ୍ଲାରୁ – ୭୩୨
୧୧- ଜଗତସିଂହପୁର ଜିଲ୍ଲାରୁ – ୩
୧୨- ଯାଜପୁର ଜିଲ୍ଲାରୁ – ୫
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୮
୧୪- କଳାହାଣ୍ଡି ଜିଲ୍ଲାରୁ – ୧
୧୫- କନ୍ଧମାଳ ଜିଲ୍ଲାରୁ – ୧୭
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୯
୧୭- କେନ୍ଦୁଝର ଜିଲ୍ଲାରୁ – ୨୦
୧୮- ଖୋର୍ଦ୍ଧା : ୩୨୦
୧୯- କୋରାପୁଟ ଜିଲ୍ଲାରୁ – ୩୩
୨୦- ମାଲକାନଗିରି : ୯
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୩୨
୨୨- ନବରଙ୍ଗପୁର ଜିଲ୍ଲାରେ: ୩
୨୩- ନୟାଗଡ଼ ଜିଲ୍ଲାରୁ – ୧୦
୨୪- ନୂଆପଡ଼ା ଜିଲ୍ଲାରୁ – ୧
୨୫- ପୁରୀ ଜିଲ୍ଲାରୁ – ୩୦
୨୬- ସମ୍ବଲପୁର ଜିଲ୍ଲାରୁ – ୧୩
୨୭- ସୋନପୁର ଜିଲ୍ଲାରୁ – ୪
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୫୬
– ନୂଆ ସୁସ୍ଥ ହୋଇଥିଲେ ୬୪୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୪୩୩୫୭୮
– ମୋଟ ଆକ୍ରାନ୍ତ ୨୨୬୯୩
– ମୋଟ ସୁସ୍ଥ ହୋଲେଣି ୧୪୩୯୨
– ସକ୍ରୀୟ ଆକ୍ରାନ୍ତ – ୮୧୪୮