Home Coronavirus Outbreak ରାଜ୍ୟରେ ଆଜି ନୂଆ ଆକ୍ରାନ୍ତ ୧୫୯୪ ଚିହ୍ନଟ – ମୋଟ ଆକ୍ରାନ୍ତ ୨୨୬୯୩କୁ ବୃଦ୍ଧି, ଜାଣନ୍ତୁ...

ରାଜ୍ୟରେ ଆଜି ନୂଆ ଆକ୍ରାନ୍ତ ୧୫୯୪ ଚିହ୍ନଟ – ମୋଟ ଆକ୍ରାନ୍ତ ୨୨୬୯୩କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

279

ଭୁବନେଶ୍ୱର ୨୪-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୫୯୪  ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୨୬୯୩କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ: ୧୫୯୪

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୦୬୭

– ସ୍ଥାନୀୟ ଅଞ୍ଚଳରୁ୫୨୭

–  ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୩୨

– ଜାଣନ୍ତୁ କେଉଁ ଜିଲ୍ଲାରୁ –  କେତେ

୧- ଅନୁଗୁଳ ଜିଲ୍ଲାରୁ –  ୧୦

୨- ବାଲେଶ୍ୱର ଜିଲ୍ଲାରୁ –  ୨୨

୩- ବରଗଡ଼ ଜିଲ୍ଲାରୁ –  ୮

୪- ଭଦ୍ରକ ଜିଲ୍ଲାରୁ –  ୬୦

୫- ବଲାଙ୍ଗୀର ଜିଲ୍ଲାରୁ –  ୬

୬- ବୌଦ୍ଦ ଜିଲ୍ଲାରୁ –  ୪୧

୭- କଟକ ଜିଲ୍ଲାରୁ –  ୧୩୬

୮- ଢେଙ୍କାନାଳ ଜିଲ୍ଲାରୁ –  ୨

୯- ଗଜପତି ଜିଲ୍ଲାରୁ –  ୩

୧୦- ଗଞ୍ଜାମ ଜିଲ୍ଲାରୁ –  ୭୩୨

୧୧- ଜଗତସିଂହପୁର ଜିଲ୍ଲାରୁ –  ୩

୧୨- ଯାଜପୁର ଜିଲ୍ଲାରୁ –  ୫

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୮

୧୪- କଳାହାଣ୍ଡି ଜିଲ୍ଲାରୁ –  ୧

୧୫- କନ୍ଧମାଳ ଜିଲ୍ଲାରୁ –  ୧୭

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୯

୧୭- କେନ୍ଦୁଝର ଜିଲ୍ଲାରୁ –  ୨୦

୧୮- ଖୋର୍ଦ୍ଧା : ୩୨୦

୧୯- କୋରାପୁଟ ଜିଲ୍ଲାରୁ –  ୩୩

୨୦- ମାଲକାନଗିରି : ୯

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୩୨

୨୨- ନବରଙ୍ଗପୁର ଜିଲ୍ଲାରେ: ୩

୨୩- ନୟାଗଡ଼ ଜିଲ୍ଲାରୁ –  ୧୦

୨୪- ନୂଆପଡ଼ା ଜିଲ୍ଲାରୁ –  ୧

୨୫- ପୁରୀ ଜିଲ୍ଲାରୁ –  ୩୦

୨୬- ସମ୍ବଲପୁର ଜିଲ୍ଲାରୁ –  ୧୩

୨୭- ସୋନପୁର ଜିଲ୍ଲାରୁ –  ୪

୨୮- ସୁନ୍ଦରଗଡ଼ ଜିଲ୍ଲାରୁ –  ୫୬

– ନୂଆ ସୁସ୍ଥ ହୋଇଥିଲେ ୬୪୩

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୪୩୩୫୭୮

– ମୋଟ ଆକ୍ରାନ୍ତ ୨୨୬୯୩

– ମୋଟ ସୁସ୍ଥ ହୋଲେଣି ୧୪୩୯୨

– ସକ୍ରୀୟ ଆକ୍ରାନ୍ତ –  ୮୧୪୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.