Home Top News ରାଜ୍ୟରେ ଆଜି ୩୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...

ରାଜ୍ୟରେ ଆଜି ୩୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

69

ଭୁବନେଶ୍ୱର ୦୩ -୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ନୂଆ ଆକ୍ରାନ୍ତ: ୩୨୨
୦-୧୮ ବର୍ଷର : ୪୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୮୭
– ସ୍ଥାନୀୟ ଅଞ୍ଚଳରୁ୧୩୫
୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୬
୩- ବରଗଡ଼ ଜିଲ୍ଲାରୁ – ୧
୪- ଭଦ୍ରକ ଜିଲ୍ଲାରୁ – ୭
୫- ବୌଦ୍ଦ ଜିଲ୍ଲାରୁ – ୧
୬- କଟକ ଜିଲ୍ଲାରୁ – ୧୯
୭- ଢେଙ୍କାନାଳ ଜିଲ୍ଲାରୁ – ୩
୮- ଗଜପତି ଜିଲ୍ଲାରୁ – ୨
୯- ଗଞ୍ଜାମ ଜିଲ୍ଲାରୁ – ୩
୧୦- ଜଗତସିଂହପୁର ଜିଲ୍ଲାରୁ – ୯
୧୧- ଯାଜପୁର ଜିଲ୍ଲାରୁ – ୧୩
୧୨- କଳାହାଣ୍ଡି ଜିଲ୍ଲାରୁ – ୨
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮
୧୪- କେନ୍ଦୁଝର ଜିଲ୍ଲାରୁ – ୧
୧୫- ଖୋର୍ଦ୍ଧାରୁ : ୧୬୯
୧୬- ମାଲକାନଗିରି : ୧
୧୭- ମୟୁରଭଞ୍ଜ ଜିଲ୍ଲାରୁ – ୩
୧୮- ନବରଙ୍ଗପୁର ଜିଲ୍ଲାରେ: ୧
୧୯- ନୟାଗଡ଼ ଜିଲ୍ଲାରୁ – ୪
୨୦- ନୂଆପଡ଼ା ଜିଲ୍ଲାରୁ – ୩
୨୧- ପୁରୀ ଜିଲ୍ଲାରୁ – ୫
୨୨- ରାୟଗଡ଼ା ଜିଲ୍ଲାରୁ – ୧
୨୩- ସମ୍ବଲପୁର ଜିଲ୍ଲାରୁ – ୧୦
୨୪- ସୋନପୁର ଜିଲ୍ଲାରୁ – ୧
୨୫- ସୁନ୍ଦରଗଡ଼ ଜିଲ୍ଲାରୁ – ୮
୨୬- State Pool: ୩୯
– ନୂଆ ସୁସ୍ଥ ହୋଇଥିଲେ୪୪୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୨୧୬୯୫୧୯
– ମୋଟ ଆକ୍ରାନ୍ତ ୧୦୪୨୪୨୨
– ମୋଟ ସୁସ୍ଛ ହୋଲେଣି ୧୦୩୦୦୨୬
– ସକ୍ରୀୟ ଆକ୍ରାନ୍ତ – ୪୦୦୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.