ଭୁବନେଶ୍ୱର ୭-୮ (ଓଡ଼ିଆ ପୁଅ) ରାଜ୍ୟରେ ରେକର୍ଡ଼ – ଆଜି ୨୯ ଜିଲ୍ଲାରୁ ୧୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୨୫୫୦ କୁ ବୃଦ୍ଧି ପାଇଛି।
– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ –୨୯୮
– ନୂଆ ଆକ୍ରାନ୍ତ: ୧୮୩୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୧୮
– ସ୍ଥାନୀୟ ଅଞ୍ଚଳରୁ୭୧୫
– ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
୧- ଅନୁଗୁଳ ଜିଲ୍ଲାରୁ ୯
୨- ବାଲେଶ୍ୱର ଜିଲ୍ଲାରୁ ୬୯
୩- ବରଗଡ଼ ଜିଲ୍ଲା : ୮
୪- ଭଦ୍ରକ ଜିଲ୍ଲାରୁ ୫୦
୫- ବଲାଙ୍ଗୀର ଜିଲ୍ଲାରୁ ୩୭
୬- ବୌଦ୍ଦ ଜିଲ୍ଲାରୁ ୩୪
୭- କଟକ ଜିଲ୍ଲାରୁ ୧୨୪
୮- ଢେଙ୍କାନାଳ ଜିଲ୍ଲାରୁ ୪୩
୯- ଗଜପତି ଜିଲ୍ଲାରୁ ୩୫
୧୦- ଗଞ୍ଜାମ ଜିଲ୍ଲାରୁ ୨୭୯
୧୧- ଜଗତସିଂହପୁର ଜିଲ୍ଲାରୁ ୧୬
୧୨- ଯାଜପୁର ଜିଲ୍ଲାରୁ ୬୦
୧୩- ଝାରସୁଗୁଡ଼ା ଜିଲ୍ଲାରୁ ୩୦
୧୪- କଳାହାଣ୍ଡି ଜିଲ୍ଲାରୁ ୮୪
୧୫- କନ୍ଧମାଳ ଜିଲ୍ଲାରୁ ୧୬
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ : ୩୪
୧୭- କେନ୍ଦୁଝର ଜିଲ୍ଲାରୁ ୧୬
୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୯୮
୧୯- କୋରାପୁଟ ଜିଲ୍ଲାରୁ ୪୭
୨୦- ମାଲକାନଗିରି : ୩୬
୨୧- ମୟୁରଭଞ୍ଜ ଜିଲ୍ଲାରୁ ୩୪
୨୨- ନବରଙ୍ଗପୁର ଜିଲ୍ଲାରେ: ୧୧
୨୩- ନୟାଗଡ଼ ଜିଲ୍ଲାରୁ ୬୧
୨୪- ନୂଆପଡ଼ା ଜିଲ୍ଲାରୁ ୧
୨୫- ପୁରୀ ଜିଲ୍ଲାରୁ ୬୭
୨୬- ରାୟଗଡ଼ା ଜିଲ୍ଲାରୁ ୧୫୨
୨୭- ସମ୍ବଲପୁର ଜିଲ୍ଲାରୁ ୩୯
୨୮- ସୋନପୁର ଜିଲ୍ଲାରୁ ୩୩
୨୯- ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦
– ନୂଆ ସୁସ୍ଥ ହୋଇଥିଲେ୧୧୫୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୬୧୬୬୪୬
– ମୋଟ ଆକ୍ରାନ୍ତ ୪୨୫୫୦
– ମୋଟ ସୁସ୍ଥ ହୋଲେଣି ୨୬୮୮୭
– ସକ୍ରୀୟ ଆକ୍ରାନ୍ତ : ୧୫୩୭୦