Home ଅନୁଗୁଳ ରାଜ୍ୟରେ ରେକର୍ଡ଼ – ଆଜି ୨୯ ଜିଲ୍ଲାରୁ ୧୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ...

ରାଜ୍ୟରେ ରେକର୍ଡ଼ – ଆଜି ୨୯ ଜିଲ୍ଲାରୁ ୧୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୪୨୫୫୦ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

227

ଭୁବନେଶ୍ୱର ୭-୮ (ଓଡ଼ିଆ ପୁଅ) ରାଜ୍ୟରେ ରେକର୍ଡ଼ – ଆଜି ୨୯ ଜିଲ୍ଲାରୁ ୧୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୨୫୫୦ କୁ ବୃଦ୍ଧି ପାଇଛି।

– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

– ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ –୨୯୮

– ନୂଆ ଆକ୍ରାନ୍ତ: ୧୮୩୩

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୧୮

– ସ୍ଥାନୀୟ ଅଞ୍ଚଳରୁ୭୧୫

– ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୧- ଅନୁଗୁଳ ଜିଲ୍ଲାରୁ ୯

୨- ବାଲେଶ୍ୱର ଜିଲ୍ଲାରୁ ୬୯

୩- ବରଗଡ଼ ଜିଲ୍ଲା : ୮

୪- ଭଦ୍ରକ ଜିଲ୍ଲାରୁ ୫୦

୫- ବଲାଙ୍ଗୀର ଜିଲ୍ଲାରୁ ୩୭

୬- ବୌଦ୍ଦ ଜିଲ୍ଲାରୁ ୩୪

୭- କଟକ ଜିଲ୍ଲାରୁ ୧୨୪

୮- ଢେଙ୍କାନାଳ ଜିଲ୍ଲାରୁ ୪୩

୯- ଗଜପତି ଜିଲ୍ଲାରୁ ୩୫

୧୦- ଗଞ୍ଜାମ ଜିଲ୍ଲାରୁ ୨୭୯

୧୧- ଜଗତସିଂହପୁର ଜିଲ୍ଲାରୁ ୧୬

୧୨- ଯାଜପୁର ଜିଲ୍ଲାରୁ ୬୦

୧୩- ଝାରସୁଗୁଡ଼ା ଜିଲ୍ଲାରୁ ୩୦

୧୪- କଳାହାଣ୍ଡି ଜିଲ୍ଲାରୁ ୮୪

୧୫- କନ୍ଧମାଳ ଜିଲ୍ଲାରୁ ୧୬

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ : ୩୪

୧୭- କେନ୍ଦୁଝର ଜିଲ୍ଲାରୁ ୧୬

୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୯୮

୧୯- କୋରାପୁଟ ଜିଲ୍ଲାରୁ ୪୭

୨୦- ମାଲକାନଗିରି : ୩୬

୨୧- ମୟୁରଭଞ୍ଜ ଜିଲ୍ଲାରୁ ୩୪

୨୨- ନବରଙ୍ଗପୁର ଜିଲ୍ଲାରେ: ୧୧

୨୩- ନୟାଗଡ଼ ଜିଲ୍ଲାରୁ ୬୧

୨୪- ନୂଆପଡ଼ା ଜିଲ୍ଲାରୁ ୧

୨୫- ପୁରୀ ଜିଲ୍ଲାରୁ ୬୭

୨୬- ରାୟଗଡ଼ା ଜିଲ୍ଲାରୁ ୧୫୨

୨୭- ସମ୍ବଲପୁର ଜିଲ୍ଲାରୁ ୩୯

୨୮- ସୋନପୁର ଜିଲ୍ଲାରୁ ୩୩

୨୯- ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦

– ନୂଆ ସୁସ୍ଥ ହୋଇଥିଲେ୧୧୫୦

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୬୧୬୬୪୬

– ମୋଟ ଆକ୍ରାନ୍ତ ୪୨୫୫୦

– ମୋଟ ସୁସ୍ଥ ହୋଲେଣି ୨୬୮୮୭

– ସକ୍ରୀୟ ଆକ୍ରାନ୍ତ : ୧୫୩୭୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.