Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୨୫୨ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୯୭୯୨୦...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୨୫୨ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୯୭୯୨୦ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

153

ଭୁବନେଶ୍ୱର ୨୯-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୨୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୯୭୯୨୦ କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୬୨

– ନୂଆ ଆକ୍ରାନ୍ତ : ୩୨୫୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୯୮୭
– ସ୍ଥାନୀୟ ଅଞ୍ଚଳରୁ ୧୨୬୫
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୧
୨- ବାଲେଶ୍ୱର ଜିଲ୍ଲାରୁ – ୭୮
୩- ବରଗଡ଼ ଜିଲ୍ଲାରୁ – ୧୪୬
୪- ଭଦ୍ରକ ଜିଲ୍ଲାରୁ – ୭୬
୫- ବଲାଙ୍ଗୀର ଜିଲ୍ଲାରୁ – ୬୪
୬- ବୌଦ୍ଦ ଜିଲ୍ଲାରୁ – ୩୮
୭- କଟକ ଜିଲ୍ଲାରୁ – ୩୨୩
୮- ଦେବଗଡ଼ ଜିଲ୍ଲାରୁ – ୭
୯- ଢେଙ୍କାନାଳ ଜିଲ୍ଲାରୁ – ୯୪
୧୦- ଗଜପତି ଜିଲ୍ଲାରୁ – ୨୦
୧୧- ଗଞ୍ଜାମ ଜିଲ୍ଲାରୁ – ୧୬୯
୧୨- ଜଗତସିଂହପୁର ଜିଲ୍ଲାରୁ – ୩୬
୧୩- ଯାଜପୁର ଜିଲ୍ଲାରୁ – ୮୩
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୫୫
୧୫- କଳାହାଣ୍ଡି ଜିଲ୍ଲାରୁ – ୨
୧୬- କନ୍ଧମାଳ ଜିଲ୍ଲାରୁ – ୨୬
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୭
୧୮- କେନ୍ଦୁଝର ଜିଲ୍ଲାରୁ – ୫୦
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୬୨
୨୦- କୋରାପୁଟ ଜିଲ୍ଲାରୁ – ୨୫
୨୧- ମାଲକାନଗିରି : ୨୧
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୨୩
୨୩- ନବରଙ୍ଗପୁର ଜିଲ୍ଲାରେ: ୪୧
୨୪- ନୟାଗଡ଼ ଜିଲ୍ଲାରୁ – ୧୨୦
୨୫- ନୂଆପଡ଼ା ଜିଲ୍ଲାରୁ – ୨୫
୨୬- ପୁରୀ ଜିଲ୍ଲାରୁ – ୧୩୫
୨୭- ରାୟଗଡ଼ା ଜିଲ୍ଲାରୁ – ୪୫୦
୨୮- ସମ୍ବଲପୁର ଜିଲ୍ଲାରୁ – ୬୩
୨୯- ସୋନପୁର ଜିଲ୍ଲାରୁ – ୩୮
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୯୪
– ନୂଆ ସୁସ୍ଥ ହୋଇଥିଲେ୨୫୦୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୬୭୦୯୧୦
– ମୋଟ ଆକ୍ରାନ୍ତ ୯୭୯୨୦
– ମୋଟ ସୁସ୍ଥ ହେଲେଣି ୬୭୮୨୬
– ସକ୍ରୀୟ ଆକ୍ରାନ୍ତ – ୨୯୫୭୧

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.