Home Coronavirus Outbreak ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୮୧୦୭...

ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୮୧୦୭ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

313

ଭୁବନେଶ୍ୱର ୨୮-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୮୧୦୭ କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ: ୧୨୧୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭୫୩
– ସ୍ଥାନୀୟ ଅଞ୍ଚଳରୁ୪୬୨

– ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୩୩୨

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ

୧- ଅନୁଗୁଳ ଜିଲ୍ଲାରୁ – ୧୧
୨- ବାଲେଶ୍ୱର ଜିଲ୍ଲାରୁ – ୨୯
୩- ବରଗଡ଼ ଜିଲ୍ଲାରୁ – ୧୦
୪- ଭଦ୍ରକ ଜିଲ୍ଲାରୁ – ୨
୫- ବଲାଙ୍ଗୀର ଜିଲ୍ଲାରୁ – ୨୧
୬- ବୌଦ୍ଦ ଜିଲ୍ଲାରୁ – ୨
୭- କଟକ ଜିଲ୍ଲାରୁ – ୬୦
୮- ଦେବଗଡ଼ ଜିଲ୍ଲାରୁ – ୧
୯- ଢେଙ୍କାନାଳ ଜିଲ୍ଲାରୁ – ୧
୧୦- ଗଜପତି ଜିଲ୍ଲାରୁ – ୮୯
୧୧- ଗଞ୍ଜାମ ଜିଲ୍ଲାରୁ – ୩୩୨
୧୨- ଜଗତସିଂହପୁର ଜିଲ୍ଲାରୁ – ୪୭
୧୩- ଯାଜପୁର ଜିଲ୍ଲାରୁ – ୨୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୫- କଳାହାଣ୍ଡି ଜିଲ୍ଲାରୁ – ୮
୧୬- କନ୍ଧମାଳ ଜିଲ୍ଲାରୁ – ୧୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୪
୧୮- କେନ୍ଦୁଝର ଜିଲ୍ଲାରୁ – ୭୭
୧୯- ଖୋର୍ଦ୍ଧା: ୩୧୨
୨୦- କୋରାପୁଟ ଜିଲ୍ଲାରୁ – ୭୩
୨୧- ମାଲକାନଗିରି : ୧୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୨୨
୨୩- ନୟାଗଡ଼ ଜିଲ୍ଲାରୁ – ୭
୨୪- ନୂଆପଡ଼ା ଜିଲ୍ଲାରୁ – ୮
୨୫- ପୁରୀ ଜିଲ୍ଲାରୁ – ୧୧
୨୬- ରାୟଗଡ଼ା ଜିଲ୍ଲାରୁ – ୨୪
୨୭- ସୋନପୁର ଜିଲ୍ଲାରୁ – ୨
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୨

– ନୂଆ ସୁସ୍ଥ ହୋଇଥିଲେ୫୮୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୭୬୫୬୦
– ମୋଟ ଆକ୍ରାନ୍ତ ୨୮୧୦୭
– ମୋଟ ସୁସ୍ଥ ହେଲେଣି ୧୭୩୭୩
– ସକ୍ରୀୟ ଆକ୍ରାନ୍ତ – ୧୦୫୪୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.