Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୯୪୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତକୁ ୮୧୪୭୯...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୯୪୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତକୁ ୮୧୪୭୯ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

267

ଭୁବନେଶ୍ୱର ୨୪-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୯୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତକୁ ୮୧୪୭୯ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

କଟକ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୮୯

– ନୂଆ ଆକ୍ରାନ୍ତ: ୨୯୪୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୮୨୬
– ସ୍ଥାନୀୟ ଅଞ୍ଚଳରୁ୧୧୨୩

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୮୮
୩- ବରଗଡ଼ ଜିଲ୍ଲାରୁ – ୬୨
୪- ଭଦ୍ରକ ଜିଲ୍ଲାରୁ – ୬୬
୫- ବଲାଙ୍ଗୀର ଜିଲ୍ଲାରୁ – ୫୭
୬- ବୌଦ୍ଦ ଜିଲ୍ଲାରୁ – ୩
୭- କଟକ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୮୯
୮- ଦେବଗଡ଼ ଜିଲ୍ଲାରୁ – ୨
୯- ଢେଙ୍କାନାଳ ଜିଲ୍ଲାରୁ – ୧୩
୧୦- ଗଜପତି ଜିଲ୍ଲାରୁ – ୩
୧୧- ଗଞ୍ଜାମ ଜିଲ୍ଲାରୁ – ୧୭୯
୧୨- ଜଗତସିଂହପୁର ଜିଲ୍ଲାରୁ – ୫୧
୧୩- ଯାଜପୁର ଜିଲ୍ଲାରୁ – ୨୧୫
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୦
୧୫- କଳାହାଣ୍ଡି ଜିଲ୍ଲାରୁ – ୩୦
୧୬- କନ୍ଧମାଳ ଜିଲ୍ଲାରୁ – ୩୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫୬
୧୮- କେନ୍ଦୁଝର ଜିଲ୍ଲାରୁ – ୩୦
୧୯- ଖୋର୍ଦ୍ଧା ଜିଲ୍ଲାରୁ –୪୭୪ 
୨୦- କୋରାପୁଟ ଜିଲ୍ଲାରୁ – ୧୮୧
୨୧- ମାଲକାନଗିରି : ୭୮
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୫୬
୨୩- ନବରଙ୍ଗପୁର ଜିଲ୍ଲାରେ: ୨୬
୨୪- ନୟାଗଡ଼ ଜିଲ୍ଲାରୁ – ୯୩
୨୫- ନୂଆପଡ଼ା ଜିଲ୍ଲାରୁ – ୨
୨୬- ପୁରୀ ଜିଲ୍ଲାରୁ – ୮୬
୨୭- ରାୟଗଡ଼ା ଜିଲ୍ଲାରୁ – ୧୪୩
୨୮- ସମ୍ବଲପୁର ଜିଲ୍ଲାରୁ – ୧୦୪
୨୯- ସୋନପୁର ଜିଲ୍ଲାରୁ – ୨୬
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୮୧
– ନୂଆ ସୁସ୍ଥ ହୋଇଥିଲେ୨୧୨୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୩୬୩୬୨୦
– ମୋଟ ଆକ୍ରାନ୍ତ ୮୧୪୭୯
– ମୋଟ ସୁସ୍ଛ ହୋଲେଣି ୫୪୪୦୫
– ସକ୍ରୀୟ ଆକ୍ରାନ୍ତ – ୨୬୬୦୨

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.