ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) ରାଜ୍ୟରେ ୭୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୬୧୧୦ କୁ ବୃଦ୍ଧି ହୋଇଛି।
– ନୂଆ ଆକ୍ରାନ୍ତ: ୭୧୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୭୯
– ସ୍ଥାନୀୟ ଅଞ୍ଚଳରୁ୨୩୯
– ୨୪ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ – ୨୩୧
– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ
୧- ଅନୁଗୁଳ ଜିଲ୍ଲାରୁ – ୯
୨- ବାଲେଶ୍ୱର ଜିଲ୍ଲାରୁ – ୯
୩- ବରଗଡ଼ ଜିଲ୍ଲାରୁ – ୪
୪- ଭଦ୍ରକ ଜିଲ୍ଲାରୁ – ୧୦
୫- କଟକ ଜିଲ୍ଲାରୁ – ୩୨
୬- ଢେଙ୍କାନାଳ ଜିଲ୍ଲାରୁ – ୬
୭- ଗଜପତି ଜିଲ୍ଲାରୁ – ୨୧
୮- ଗଞ୍ଜାମ ଜିଲ୍ଲାରୁ – ୨୩୧
୯- ଜଗତସିଂହପୁର ଜିଲ୍ଲାରୁ – ୧୬
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୨୪
୧୧- କନ୍ଧମାଳ ଜିଲ୍ଲାରୁ – ୭
୧୨- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪
୧୩- କେନ୍ଦୁଝର ଜିଲ୍ଲାରୁ – ୨୮
୧୪- ଖୋର୍ଦ୍ଧା : ୧୫୦
୧୫- କୋରାପୁଟ ଜିଲ୍ଲାରୁ – ୨୭
୧୬- ମାଲକାନଗିରି : ୫୪
୧୭- ମୟୁରଭଞ୍ଜ ଜିଲ୍ଲାରୁ – ୨୨
୧୮- ନବରଙ୍ଗପୁର ଜିଲ୍ଲାରେ: ୧
୧୯- ନୟାଗଡ଼ ଜିଲ୍ଲାରୁ – ୧୩
୨୦- ପୁରୀ ଜିଲ୍ଲାରୁ – ୯
୨୧- ରାୟଗଡ଼ା ଜିଲ୍ଲାରୁ – ୧୯
୨୨- ସମ୍ବଲପୁର ଜିଲ୍ଲାରୁ – ୭
୨୩- ସୋନପୁର ଜିଲ୍ଲାରୁ – ୫
୨୪- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦
– ନୂଆ ସୁସ୍ଥ ହୋଇଥିଲେ ୪୦୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୬୯୭୩୮
– ମୋଟ ଆକ୍ରାନ୍ତ ୧୬୧୧୦
– ମୋଟ ସୁସ୍ଥ ହେଲେଣି ୧୦୮୭୭
– ସକ୍ରୀୟ ଆକ୍ରାନ୍ତ – ୫୧୨୪