Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୧୯୭୭ ନୂଆ ଆକ୍ରାନ୍ତ ମୋଟ ଆକ୍ରାନ୍ତ ୫୪୬୩୦ କୁ ବୃଦ୍ଧି...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୧୯୭୭ ନୂଆ ଆକ୍ରାନ୍ତ ମୋଟ ଆକ୍ରାନ୍ତ ୫୪୬୩୦ କୁ ବୃଦ୍ଧି – କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ

185

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ – ୩୩୨
– ନୂଆ ଆକ୍ରାନ୍ତ – ୧୯୭୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୨୪୧
– ସ୍ଥାନୀୟ ଅଞ୍ଚଳରୁ୭୩୬

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୫୬
୩- ବରଗଡ଼ ଜିଲ୍ଲାରୁ – ୨୨
୪- ଭଦ୍ରକ ଜିଲ୍ଲାରୁ – ୧୧୮
୫- ବଲାଙ୍ଗୀର ଜିଲ୍ଲାରୁ – ୭
୬- ବୌଦ୍ଦ ଜିଲ୍ଲାରୁ – ୫
୭- କଟକ ଜିଲ୍ଲାରୁ – ୧୦୧
୮- ଦେବଗଡ଼ ଜିଲ୍ଲାରୁ – ୨
୯- ଢେଙ୍କାନାଳ ଜିଲ୍ଲାରୁ – ୪୦
୧୦- ଗଜପତି ଜିଲ୍ଲାରୁ – ୯୩
୧୧- ଗଞ୍ଜାମ ଜିଲ୍ଲାରୁ – ୨୮୦
୧୨- ଜଗତସିଂହପୁର ଜିଲ୍ଲାରୁ – ୩୪
୧୩- ଯାଜପୁର ଜିଲ୍ଲାରୁ – ୬୯
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୧
୧୫- କଳାହାଣ୍ଡି ଜିଲ୍ଲାରୁ – ୪୮
୧୬- କନ୍ଧମାଳ ଜିଲ୍ଲାରୁ – ୬୦
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬
୧୮- କେନ୍ଦୁଝର ଜିଲ୍ଲାରୁ – ୧୦
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୩୩୨
୨୦- କୋରାପୁଟ ଜିଲ୍ଲାରୁ – ୯୦
୨୧- ମାଲକାନଗିରି : ୫୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୨୦
୨୩- ନବରଙ୍ଗପୁର ଜିଲ୍ଲାରେ: ୧୭
୨୪- ନୟାଗଡ଼ ଜିଲ୍ଲାରୁ – ୭୫
୨୫- ନୂଆପଡ଼ା ଜିଲ୍ଲାରୁ – ୨୦
୨୬- ପୁରୀ ଜିଲ୍ଲାରୁ – ୮୩
୨୭- ରାୟଗଡ଼ା ଜିଲ୍ଲାରୁ – ୭୦
୨୮- ସମ୍ବଲପୁର ଜିଲ୍ଲାରୁ – ୫୯
୨୯- ସୋନପୁର ଜିଲ୍ଲାରୁ – ୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୮୮

– ନୂଆ ସୁସ୍ଥ ହୋଇଥିଲେ୧୪୨୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୮୦୭୮୨୬
– ମୋଟ ଆକ୍ରାନ୍ତ ୫୪୬୩୦
– ମୋଟ ସୁସ୍ଥ ହୋଲେଣି ୩୭୯୦୦
– ସକ୍ରୀୟ ଆକ୍ରାନ୍ତ – ୧୬୩୫୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.