Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୧୯୮୧ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୫୨୬୫୩...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୧୯୮୧ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୫୨୬୫୩ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

208

ଭୁବନେଶ୍ୱର ୧୩-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୧୯୮୧ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ମୋଟ ଆକ୍ରାନ୍ତ ୫୨୬୫୩ କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

– ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୭୪

–  ନୂଆ ଆକ୍ରାନ୍ତ୧୯୮୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୨୨୫
– ସ୍ଥାନୀୟ ଅଞ୍ଚଳରୁ୭୫୬
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୬
୨- ବାଲେଶ୍ୱର ଜିଲ୍ଲାରୁ – ୫୯
୩- ବରଗଡ଼ ଜିଲ୍ଲାରୁ – ୨୭
୪- ଭଦ୍ରକ ଜିଲ୍ଲାରୁ – ୬୫
୫- ବଲାଙ୍ଗୀର ଜିଲ୍ଲାରୁ – ୨୭
୬- ବୌଦ୍ଦ ଜିଲ୍ଲାରୁ – ୨୨
୭- କଟକ ଜିଲ୍ଲାରୁ – ୧୩୧
୮- ଦେବଗଡ଼ ଜିଲ୍ଲାରୁ – ୧୬
୯- ଢେଙ୍କାନାଳ ଜିଲ୍ଲାରୁ – ୩୯
୧୦- ଗଜପତି ଜିଲ୍ଲାରୁ – ୮
୧୧- ଗଞ୍ଜାମ ଜିଲ୍ଲାରୁ – ୨୬୭
୧୨- ଜଗତସିଂହପୁର ଜିଲ୍ଲାରୁ – ୪୨
୧୩- ଯାଜପୁର ଜିଲ୍ଲାରୁ – ୬୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୮
୧୫- କଳାହାଣ୍ଡି ଜିଲ୍ଲାରୁ – ୩୯
୧୬- କନ୍ଧମାଳ ଜିଲ୍ଲାରୁ – ୧୭୯
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୯
୧୮- କେନ୍ଦୁଝର ଜିଲ୍ଲାରୁ – ୨୩
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୨୭୪
୨୦- କୋରାପୁଟ ଜିଲ୍ଲାରୁ – ୯୭
୨୧- ମାଲକାନଗିରି : ୬୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୩୭
୨୩- ନବରଙ୍ଗପୁର ଜିଲ୍ଲାରେ: ୧୮
୨୪- ନୟାଗଡ଼ ଜିଲ୍ଲାରୁ – ୫୬
୨୫- ନୂଆପଡ଼ା ଜିଲ୍ଲାରୁ – ୧୬
୨୬- ପୁରୀ ଜିଲ୍ଲାରୁ – ୭୭
୨୭- ରାୟଗଡ଼ା ଜିଲ୍ଲାରୁ – ୫୫
୨୮- ସମ୍ବଲପୁର ଜିଲ୍ଲାରୁ – ୩୮
୨୯- ସୋନପୁର ଜିଲ୍ଲାରୁ – ୫୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୪୫


– ନୂଆ ସୁସ୍ଥ ହୋଇଥିଲେ୧୬୭୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୭୬୫୦୬୫
– ମୋଟ ଆକ୍ରାନ୍ତ ୫୨୬୫୩
– ମୋଟ ସୁସ୍ଛ ହୋଲେଣି ୩୬୪୭୮
– ସକ୍ରୀୟ ଆକ୍ରାନ୍ତ – ୧୫୮୦୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.