Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୯୬ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୪୩୧୧୭...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୯୬ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୪୩୧୧୭ କୁ ବୃଦ୍ଧି

93

ଭୁବନେଶ୍ୱର ୧୧-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୪୩୧୧୭ କୁ ବୃଦ୍ଧି ପାଇଛି।


– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୦୬

– ନୂଆ ଆକ୍ରାନ୍ତ : ୩୯୯୬

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୩୫୯

– ସ୍ଥାନୀୟ ଅଞ୍ଚଳରୁ୧୬୩୭

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୩୮

୨- ବାଲେଶ୍ୱର ଜିଲ୍ଲାରୁ –  ୨୦୯

୩- ବରଗଡ଼ ଜିଲ୍ଲାରୁ –  ୯୭

୪- ଭଦ୍ରକ ଜିଲ୍ଲାରୁ –  ୧୧୨

୫- ବଲାଙ୍ଗୀର ଜିଲ୍ଲାରୁ –  ୧୨୪

୬- ବୌଦ୍ଦ ଜିଲ୍ଲାରୁ –  ୩୯

୭- କଟକ ଜିଲ୍ଲାରୁ –  ୩୫୪

୮- ଦେବଗଡ଼ ଜିଲ୍ଲାରୁ –  ୧୦

୯- ଢେଙ୍କାନାଳ ଜିଲ୍ଲାରୁ –  ୮୭

୧୦- ଗଜପତି ଜିଲ୍ଲାରୁ –  ୨୫

୧୧- ଗଞ୍ଜାମ ଜିଲ୍ଲାରୁ –  ୮୯

୧୨- ଜଗତସିଂହପୁର ଜିଲ୍ଲାରୁ –  ୧୨୨

୧୩- ଯାଜପୁର ଜିଲ୍ଲାରୁ –  ୧୧୯

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୭୯

୧୫- କଳାହାଣ୍ଡି ଜିଲ୍ଲାରୁ –  ୫୮

୧୬- କନ୍ଧମାଳ ଜିଲ୍ଲାରୁ –  ୪୭

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୩୦

୧୮- କେନ୍ଦୁଝର ଜିଲ୍ଲାରୁ –  ୬୦

୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୦୬

୨୦- କୋରାପୁଟ ଜିଲ୍ଲାରୁ –  ୯୩

୨୧- ମାଲକାନଗିରି : ୪୭

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୬୦

୨୩- ନବରଙ୍ଗପୁର ଜିଲ୍ଲାରେ: ୧୫୧

୨୪- ନୟାଗଡ଼ ଜିଲ୍ଲାରୁ –  ୭୭

୨୫- ନୂଆପଡ଼ା ଜିଲ୍ଲାରୁ –  ୧୦୩

୨୬- ପୁରୀ ଜିଲ୍ଲାରୁ –  ୨୭୯

୨୭- ରାୟଗଡ଼ା ଜିଲ୍ଲାରୁ –  ୧୦୫

୨୮- ସମ୍ବଲପୁର ଜିଲ୍ଲାରୁ –  ୯୧

୨୯- ସୋନପୁର ଜିଲ୍ଲାରୁ –  ୯୧

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୮୮

୩୧- State Pool: ୨୦୬

ଗତକାଲି ସୁସ୍ଥ ହୋଇଥିଲେ : ୨୭୦୬

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୩୨୩୬୪୧

– ମୋଟ ଆକ୍ରାନ୍ତ ୧୪୩୧୧୭

– ମୋଟ ସୁସ୍ଛ ହୋଲେଣି ୧୦୮୦୦୧

– ସକ୍ରୀୟ ଆକ୍ରାନ୍ତ: ୩୪୪୫୮

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.