Home Coronavirus Outbreak ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୩୪୧ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ...

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୩୪୧ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୪୮୭୯୬କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

162

ଭୁବନେଶ୍ୱର ୧୧-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୩୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୮୭୯୬କୁ ବୃଦ୍ଧି ପାଇଛି।

– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୨୭

– ନୂଆ ଆକ୍ରାନ୍ତ: ୧୩୪୧

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୧୮

– ସ୍ଥାନୀୟ ଅଞ୍ଚଳରୁ୫୨୩

 

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

 

୧- ଅନୁଗୁଳ ଜିଲ୍ଲାରୁ –  ୪

୨- ବାଲେଶ୍ୱର ଜିଲ୍ଲାରୁ –  ୫୪

୩- ବରଗଡ଼ ଜିଲ୍ଲାରୁ –  ୫୬

୪- ଭଦ୍ରକ ଜିଲ୍ଲାରୁ –  ୮୩

୫- ବଲାଙ୍ଗୀର ଜିଲ୍ଲାରୁ –  ୨୭

୬- ବୌଦ୍ଦ ଜିଲ୍ଲାରୁ –  ୧୦

୭- କଟକ ଜିଲ୍ଲାରୁ –  ୭୬

୮- ଢେଙ୍କାନାଳ ଜିଲ୍ଲାରୁ –  ୧୪

୯- ଗଜପତି ଜିଲ୍ଲାରୁ –  ୨୦

୧୦- ଗଞ୍ଜାମ ଜିଲ୍ଲାରୁ –  ୨୨୭

୧୧- ଜଗତସିଂହପୁର ଜିଲ୍ଲାରୁ –  ୧୬

୧୨- ଯାଜପୁର ଜିଲ୍ଲାରୁ –  ୧୫

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୬୭

୧୪- କଳାହାଣ୍ଡି ଜିଲ୍ଲାରୁ –  ୨୫

୧୫- କନ୍ଧମାଳ ଜିଲ୍ଲାରୁ –  ୧୬

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୭

୧୭- କେନ୍ଦୁଝର ଜିଲ୍ଲାରୁ –  ୨୩

୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୧୮

୧୯- କୋରାପୁଟ ଜିଲ୍ଲାରୁ –  ୪୫

୨୦- ମାଲକାନଗିରି : ୧୭

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୯

୨୨- ନବରଙ୍ଗପୁର ଜିଲ୍ଲାରେ: ୬

୨୩- ନୟାଗଡ଼ ଜିଲ୍ଲାରୁ –  ୫୭

୨୪- ନୂଆପଡ଼ା ଜିଲ୍ଲାରୁ –  ୭

୨୫- ପୁରୀ ଜିଲ୍ଲାରୁ –  ୧୬

୨୬- ରାୟଗଡ଼ା ଜିଲ୍ଲାରୁ –  ୭୫

୨୭- ସମ୍ବଲପୁର ଜିଲ୍ଲାରୁ –  ୨୬

୨୮- ସୋନପୁର ଜିଲ୍ଲାରୁ –  ୧୪

୨୯- ସୁନ୍ଦରଗଡ଼ ଜିଲ୍ଲାରୁ –  ୯୧

 

– ନୂଆ ସୁସ୍ଥ ହୋଇଥିଲେ୧୨୩୬

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୬୯୨୩୦୧

– ମୋଟ ଆକ୍ରାନ୍ତ ୪୮୭୯୬

– ମୋଟ ସୁସ୍ଥ ହେଲେଣି ୩୩୦୨୦

– ସକ୍ରୀୟ ଆକ୍ରାନ୍ତ –  ୧୫୪୨୭

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.