Home Coronavirus Outbreak ଲମ୍ପ ମାରିଲା ସଂକ୍ରମଣ: ରାଜ୍ୟରେ ଆଜି ୧୨୧୬ ନୂଆ ଆକ୍ରାନ୍ତ, ୨ ମୃତ

ଲମ୍ପ ମାରିଲା ସଂକ୍ରମଣ: ରାଜ୍ୟରେ ଆଜି ୧୨୧୬ ନୂଆ ଆକ୍ରାନ୍ତ, ୨ ମୃତ

83

ଭୁବନେଶ୍ୱର ୫ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୧୨୧୬
୦-୧୮ ବର୍ଷର : ୧୮୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭୧୦
– ସ୍ଥାନୀୟ ଅଞ୍ଚଳରୁ୫୦୬
୧- ଅନୁଗୁଳ ଜିଲ୍ଲାରୁ – ୬
୨- ବାଲେଶ୍ୱର ଜିଲ୍ଲାରୁ – ୨
୩- ବରଗଡ଼ ଜିଲ୍ଲାରୁ – ୨୧
୪- ଭଦ୍ରକ ଜିଲ୍ଲାରୁ – ୬
୫- ବଲାଙ୍ଗୀର ଜିଲ୍ଲାରୁ – ୧୪
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୮୦
୮- ଦେବଗଡ଼ ଜିଲ୍ଲାରୁ – ୮
୯- ଢେଙ୍କାନାଳ ଜିଲ୍ଲାରୁ – ୪
୧୦- ଗଜପତି ଜିଲ୍ଲାରୁ – ୧
୧୧- ଗଞ୍ଜାମ ଜିଲ୍ଲାରୁ – ୯
୧୨- ଜଗତସିଂହପୁର ଜିଲ୍ଲାରୁ – ୧୩
୧୩- ଯାଜପୁର ଜିଲ୍ଲାରୁ – ୪୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୩୩
୧୫- କଳାହାଣ୍ଡି ଜିଲ୍ଲାରୁ – ୪
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୯
୧୭- କେନ୍ଦୁଝର ଜିଲ୍ଲାରୁ – ୨୫
୧୮- ଖୋର୍ଦ୍ଧାରୁ: ୪୫୬
୧୯- କୋରାପୁଟ ଜିଲ୍ଲାରୁ – ୩
୨୦- ମୟୁରଭଞ୍ଜ ଜିଲ୍ଲାରୁ – ୪୦
୨୧- ନବରଙ୍ଗପୁର ଜିଲ୍ଲାରେ: ୧୩
୨୨- ନୟାଗଡ଼ ଜିଲ୍ଲାରୁ – ୩
୨୩- ନୂଆପଡ଼ା ଜିଲ୍ଲାରୁ – ୨
୨୪- ପୁରୀ ଜିଲ୍ଲାରୁ – ୩୦
୨୫- ରାୟଗଡ଼ା ଜିଲ୍ଲାରୁ – ୮
୨୬- ସମ୍ବଲପୁର ଜିଲ୍ଲାରୁ – ୯୯
୨୭- ସୋନପୁର ଜିଲ୍ଲାରୁ – ୩
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୧୬୬
୨୯- State Pool: ୧୧୦
– ନୂଆ ସୁସ୍ଥ ହୋଇଥିଲେ୧୨୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୫୮୨୧୬୯୭
– ମୋଟ ଆକ୍ରାନ୍ତ ୧୦୫୭୮୭୬
– ମୋଟ ସୁସ୍ଛ ହୋଲେଣି ୧୦୪୫୩୭୬
– ସକ୍ରୀୟ ଆକ୍ରାନ୍ତ – ୩୯୮୧

ରାଜ୍ୟରେ ଆଜି କରୋନା କାରଣରୁ ୨ ମୃତ। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮, ୪୬୬ କୁ ବୃଦ୍ଧି ପାଇଛି। ତେବେ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣଙ୍କର ମୃତ୍ୟୁ ହୋଇଛି।

ମୃତକମାନେ ହେଲେ

୧. ଭୁବନେଶ୍ୱରର ଜଣେ ୮୩ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗ, ମଧୁମେହରେ ମଧ୍ୟ ପୀଡିତ ଥିଲେ।

୨. ଭୁବନେଶ୍ୱରର ୭୮ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

ଜିଲ୍ଲାୱାରୀ ସମସ୍ତ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୩, ୯୯୫ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯ [+୬] ଜଣ ସକ୍ରୀୟ ଅଛନ୍ତି। ୪୩, ୫୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୯୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୪୧, ୧୬୨ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୯ [+୨] ଜଣ ସକ୍ରୀୟ ଅଛନ୍ତି। ୪୦, ୭୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୧, ୨୩୫ [+୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୬୨ [+୨୧] ଜଣ ସକ୍ରୀୟ ଅଛନ୍ତି। ୩୦, ୮୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୬, ୬୨୪ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮ [+୬] ଜଣ ସକ୍ରୀୟ ଅଛନ୍ତି। ୨୬, ୪୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୩, ୪୯୪ [+୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦ [+୧୪] ଜଣ ସକ୍ରୀୟ ଅଛନ୍ତି। ୨୩, ୩୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨, ୬୬୪ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୫ [+୧] ଜଣ ସକ୍ରୀୟ ଅଛନ୍ତି। ୧୨, ୫୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୯୫, ୮୬୮ [+୮୦] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨୮ [+୮୦] ଜଣ ସକ୍ରୀୟ ଅଛନ୍ତି। ୯୪, ୬୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୭୦୫ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩୯ [+୮] ଜଣ ସକ୍ରୀୟ ଅଛନ୍ତି। ୬, ୬୧୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୨୦, ୦୫୭ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨୬ [+୪] ଜଣ ସକ୍ରୀୟ ଅଛନ୍ତି। ୧୯, ୭୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୭୬୪ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୭ [+୧] ଜଣ ସକ୍ରୀୟ ଅଛନ୍ତି। ୯, ୬୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୪, ୦୨୨ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୪୨ [+୯] ଜଣ ସକ୍ରୀୟ ଅଛନ୍ତି। ୩୩, ୪୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୮, ୧୬୦ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୫୦ [+୧୩] ଜଣ ସକ୍ରୀୟ ଅଛନ୍ତି। ୨୭, ୭୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୧୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୪୪, ୨୬୦ [+୪୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୦ [+୪୭] ଜଣ ସକ୍ରୀୟ ଅଛନ୍ତି। ୪୩, ୯୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୪, ୧୦୮ [+୩୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୦ [+୩୩] ଜଣ ସକ୍ରୀୟ ଅଛନ୍ତି। ୨୩, ୮୦୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୪, ୩୫୦ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪ [+୪] ଜଣ ସକ୍ରୀୟ ଅଛନ୍ତି। ୨୪, ୧୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୧୫୪୮ ଜଣ ସଂକ୍ରମିତ ହୋଇଥିବା ବେଳେ ୦ ଜଣ ସକ୍ରୀୟ ଅଛନ୍ତି। ୧୧, ୪୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୫, ୧୦୧ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୩୪ [+୯] ଜଣ ସକ୍ରୀୟ ଅଛନ୍ତି। ୨୪, ୮୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୧, ୧୦୮ [+୨୫] ଜଣ ସଂକ୍ରମିତ ହୋଇଥିବା ବେଳେ ୬୯ [+୨୫] ଜଣ ସକ୍ରୀୟ ଅଛନ୍ତି। ୨୦, ୮୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୮୨, ୮୯୬ [+୪୫୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୫୧ [+୪୫୪] ଜଣ ସକ୍ରୀୟ ଅଛନ୍ତି। ୧, ୭୯, ୭୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧, ୬୦୬ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୯, ୧୯୮ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯ [+୩] ଜଣ ସକ୍ରୀୟ ଅଛନ୍ତି। ୧୯, ୦୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୧୬୯୩ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଜଣ ସକ୍ରୀୟ ଅଛନ୍ତି। ୧୧, ୬୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୪୧, ୪୧୯ [+୪୦] ଜଣ ସଂକ୍ରମିତ ହୋଇଥିବା ବେଳେ ୯୧ [+୪୦] ଜଣ ସକ୍ରୀୟ ଅଛନ୍ତି। ୪୧, ୦୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩, ୬୦୫ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୬ [+୧୩] ଜଣ ସକ୍ରୀୟ ଅଛନ୍ତି। ୨୩, ୪୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୩, ୬୨୮ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୫ [+୩] ଜଣ ସକ୍ରୀୟ ଅଛନ୍ତି। ୨୩, ୩୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୨, ୯୪୯ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦ [+୨] ଜଣ ସକ୍ରୀୟ ଅଛନ୍ତି। ୨୨, ୮୫୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୫, ୭୬୨ [+୩୦] ଜଣ ସଂକ୍ରମିତ ହୋଇଥିବା ବେଳେ ୯୫ [+୩୦] ଜଣ ସକ୍ରୀୟ ଅଛନ୍ତି। ୪୫, ୨୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୨୦, ୨୮୫ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨ [+୮] ଜଣ ସକ୍ରୀୟ ଅଛନ୍ତି। ୨୦, ୦୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୨, ୪୪୫ [+୯୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୭ [+୯୯] ଜଣ ସକ୍ରୀୟ ଅଛନ୍ତି। ୩୧, ୯୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୩, ୨୩୮ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୫ [+୩] ଜଣ ସକ୍ରୀୟ ଅଛନ୍ତି। ୧୩, ୧୫୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୬୨, ୭୨୯ [+୧୬୬] ଜଣ ସଂକ୍ରମିତ ହୋଇଥିବା ବେଳେ ୩୫୭ [+୧୬୬] ଜଣ ସକ୍ରୀୟ ଅଛନ୍ତି। ୬୧, ୭୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୯୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୩୩, ୮୦୪ [+୧୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୩୯୬ [+୧୧୦] ଜଣ ସକ୍ରୀୟ ଅଛନ୍ତି। ୩୩, ୪୦୮ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.