Home Coronavirus Outbreak ରାଜ୍ୟରେ ଆଜି ୧୭୦୩ ନୂଆ ଆକ୍ରାନ୍ତ ଚିହ୍ନଟ, ୬୯ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ଆଜି ୧୭୦୩ ନୂଆ ଆକ୍ରାନ୍ତ ଚିହ୍ନଟ, ୬୯ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

70

ଭୁବନେଶ୍ୱର ୨୮-୭ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୧୭୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୧୭୦୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୮୮
– ସ୍ଥାନୀୟ ଅଞ୍ଚଳରୁ୭୧୫
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୫୯
୨- ବାଲେଶ୍ୱର ଜିଲ୍ଲାରୁ – ୮୮
୩- ବରଗଡ଼ ଜିଲ୍ଲାରୁ – ୬
୪- ଭଦ୍ରକ ଜିଲ୍ଲାରୁ – ୭୦
୫- ବଲାଙ୍ଗୀର ଜିଲ୍ଲାରୁ – ୩
୬- ବୌଦ୍ଦ ଜିଲ୍ଲାରୁ – ୪
୭- କଟକ ଜିଲ୍ଲାରୁ – ୨୪୦
୮- ଦେବଗଡ଼ ଜିଲ୍ଲାରୁ – ୯
୯- ଢେଙ୍କାନାଳ ଜିଲ୍ଲାରୁ – ୫୨
୧୦- ଗଜପତି ଜିଲ୍ଲାରୁ – ୩
୧୧- ଗଞ୍ଜାମ ଜିଲ୍ଲାରୁ – ୧୦
୧୨- ଜଗତସିଂହପୁର ଜିଲ୍ଲାରୁ – ୫୧
୧୩- ଯାଜପୁର ଜିଲ୍ଲାରୁ – ୮୫
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୫
୧୫- କଳାହାଣ୍ଡି ଜିଲ୍ଲାରୁ – ୧୨
୧୬- କନ୍ଧମାଳ ଜିଲ୍ଲାରୁ – ୮
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୪୯
୧୮- କେନ୍ଦୁଝର ଜିଲ୍ଲାରୁ – ୨୮
୧୯- Khurda: ୩୮୬
୨୦- କୋରାପୁଟ ଜିଲ୍ଲାରୁ – ୫
୨୧- ମାଲକାନଗିରି : ୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୬୨
୨୩- ନବରଙ୍ଗପୁର ଜିଲ୍ଲାରେ: ୪
୨୪- ନୟାଗଡ଼ ଜିଲ୍ଲାରୁ – ୪୬
୨୫- ନୂଆପଡ଼ା ଜିଲ୍ଲାରୁ – ୩
୨୬- ପୁରୀ ଜିଲ୍ଲାରୁ – ୧୩୯
୨୭- ରାୟଗଡ଼ା ଜିଲ୍ଲାରୁ – ୩୩
୨୮- ସମ୍ବଲପୁର ଜିଲ୍ଲାରୁ – ୧୫
୨୯- ସୋନପୁର ଜିଲ୍ଲାରୁ – ୧୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୪୩
୩୧- State Pool: ୭୧
– ନୂଆ ସୁସ୍ଥ ହୋଇଥିଲେ୧୯୬୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୫୭୯୭୬୩୦
– ମୋଟ ଆକ୍ରାନ୍ତ ୯୭୨୫୧୭
– ମୋଟ ସୁସ୍ଛ ହୋଲେଣି ୯୪୯୩୫୦
– ସକ୍ରୀୟ ଆକ୍ରାନ୍ତ – ୧୭୪୧୧

ରାଜ୍ୟରେ ଆଜି ୬୯ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର ମୃତ୍ୟୁ ଅଡିଟ୍ ହେବା ପରେ ଏହି ସଂଖ୍ୟା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୫, ୭୦୩ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ଅନୁଗୁଳ ୯ ଜଣ,

ଭଦ୍ରକ ୧ ଜଣ,

କଟକ ୧ ଜଣ,

ଝାରସୁଗୁଡ଼ା ୫ ଜଣ,

କନ୍ଧମାଳ ୩ ଜଣ,

ଖୋର୍ଦ୍ଧା ୧୪ ଜଣ,

ନୟାଗଡ଼ ୧ ଜଣ,

ପୁରୀ ୪ ଜଣ,

ସମ୍ବଲପୁର ୪ ଜଣ,

ସୁନ୍ଦରଗଡ ୧୦ ଜଣ,

ମୋଟ ୬୯ ଜଣଙ୍କର ମୃତ୍ୟୁ ହୋଇଛି।

ଜିଲ୍ଲାୱାରୀ ସମସ୍ତ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୨, ୩୬୨ [+୫୯] ଜଣ ସଂକ୍ରମିତ ହୋଇଥିବା ବେଳେ ୫୪୦ [+୫୦] ଜଣ ସକ୍ରୀୟ ଅଛନ୍ତି। ୪୧, ୫୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୪ [+୯] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୩୭, ୭୧୮ [+୮୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୧୭ [+୮୮] ଜଣ ସକ୍ରୀୟ ଅଛନ୍ତି। ୩୬, ୪୧୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୦, ୬୮୪ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୯ [+୨] ଜଣ ସକ୍ରୀୟ ଅଛନ୍ତି। ୩୦, ୨୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୭୭ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୫, ୧୮୬ [+୭୦] ଜଣ ସଂକ୍ରମିତ ହୋଇଥିବା ବେଳେ ୭୭୫ [+୬୯] ଜଣ ସକ୍ରୀୟ ଅଛନ୍ତି। ୨୪, ୩୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୩, ୧୫୧ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୬୧ [+୧] ଜଣ ସକ୍ରୀୟ ଅଛନ୍ତି। ୨୨, ୯୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୬ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨, ୪୯୦ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୬୫ [+୪] ଜଣ ସକ୍ରୀୟ ଅଛନ୍ତି। ୧୨, ୩୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୮୫, ୯୨୪ [+୨୪୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୧୯୩ [+୨୩୯] ଜଣ ସକ୍ରୀୟ ଅଛନ୍ତି। ୮୩, ୪୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୧୩୩ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୫୦ [+୯] ଜଣ ସକ୍ରୀୟ ଅଛନ୍ତି। ୬, ୦୪୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୮, ୯୭୯ [+୫୨] ଜଣ ସଂକ୍ରମିତ ହୋଇଥିବା ବେଳେ ୫୪୨ [+୪୪] ଜଣ ସକ୍ରୀୟ ଅଛନ୍ତି। ୧୮, ୩୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୬ [+୮] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୪୭୭ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୫୭ [+୩] ଜଣ ସକ୍ରୀୟ ଅଛନ୍ତି। ୯, ୩୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୩, ୪୦୨ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୯୩ [+୧୦] ଜଣ ସକ୍ରୀୟ ଅଛନ୍ତି। ୩୨, ୮୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୨୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୫, ୦୪୭ [+୫୧] ଜଣ ସଂକ୍ରମିତ ହୋଇଥିବା ବେଳେ ୬୯୦ [+୫୦] ଜଣ ସକ୍ରୀୟ ଅଛନ୍ତି। ୨୪, ୨୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୦ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୪୦, ୮୫୮ [+୮୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୩୭ [+୮୫] ଜଣ ସକ୍ରୀୟ ଅଛନ୍ତି। ୩୯, ୭୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୩, ୫୬୫ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୫୦ ଜଣ ସକ୍ରୀୟ ଅଛନ୍ତି। ୨୩, ୩୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୬ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୪, ୧୧୭ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୮୨ [+୧୨] ଜଣ ସକ୍ରୀୟ ଅଛନ୍ତି। ୨୩, ୮୪୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୧, ୨୫୭ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୧ [+୫] ଜଣ ସକ୍ରୀୟ ଅଛନ୍ତି। ୧୧, ୦୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୨ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୩, ୨୦୨ [+୧୪୯] ଜଣ ସଂକ୍ରମିତ ହୋଇଥିବା ବେଳେ ୬୭୫ [+୧୪୯] ଜଣ ସକ୍ରୀୟ ଅଛନ୍ତି। ୨୨, ୪୦୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୦, ୩୧୧ [+୨୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୧ [+୨୮] ଜଣ ସକ୍ରୀୟ ଅଛନ୍ତି। ୧୯, ୯୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୪୮, ୪୯୬ [+୩୮୬] ଜଣ ସଂକ୍ରମିତ ହୋଇଥିବା ବେଳେ ୪, ୫୦୯ [+୩୭୨] ଜଣ ସକ୍ରୀୟ ଅଛନ୍ତି। ୧, ୪୨, ୮୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧, ୧୨୧ [+୧୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୮, ୮୦୯ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧୯ [+୫] ଜଣ ସକ୍ରୀୟ ଅଛନ୍ତି। ୧୮, ୫୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୧, ୪୪୫ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୯ [+୩] ଜଣ ସକ୍ରୀୟ ଅଛନ୍ତି। ୧୧, ୨୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୩୮, ୫୦୭ [+୬୨] ଜଣ ସଂକ୍ରମିତ ହୋଇଥିବା ବେଳେ ୬୨୬ [+୬୨] ଜଣ ସକ୍ରୀୟ ଅଛନ୍ତି। ୩୭, ୬୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩, ୩୯୯ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨ [+୪] ଜଣ ସକ୍ରୀୟ ଅଛନ୍ତି। ୨୩, ୨୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୨, ୩୮୧ [+୪୬] ଜଣ ସଂକ୍ରମିତ ହୋଇଥିବା ବେଳେ ୫୩୭ [+୪୫] ଜଣ ସକ୍ରୀୟ ଅଛନ୍ତି। ୨୧, ୬୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୨, ୭୭୭ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨ [+୨] ଜଣ ସକ୍ରୀୟ ଅଛନ୍ତି। ୨୨, ୬୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୨, ୯୯୧ [+୧୩୯] ଜଣ ସଂକ୍ରମିତ ହୋଇଥିବା ବେଳେ ୯୧୫ [+୧୩୫] ଜଣ ସକ୍ରୀୟ ଅଛନ୍ତି। ୪୧, ୭୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୩ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୯, ୭୩୯ [+୩୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬୨ [+୩୩] ଜଣ ସକ୍ରୀୟ ଅଛନ୍ତି। ୧୯, ୪୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୦, ୪୧୮ [+୧୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬୮ [+୧୧] ଜଣ ସକ୍ରୀୟ ଅଛନ୍ତି। ୩୦, ୦୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୯ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୩, ୦୧୨ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୨ [+୧୦] ଜଣ ସକ୍ରୀୟ ଅଛନ୍ତି। ୧୨, ୮୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୬୦, ୬୫୧ [+୪୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩୮୯ [+୩୩] ଜଣ ସକ୍ରୀୟ ଅଛନ୍ତି। ୫୯, ୭୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦୩ [+୧୦] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୨୬, ୦୨୯ [+୭୧] ଜଣ ସଂକ୍ରମିତ ହୋଇଥିବା ବେଳେ ୯୪୩ [+୭୧] ଜଣ ସକ୍ରୀୟ ଅଛନ୍ତି। ୨୫, ୦୮୬ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.