Home Coronavirus Outbreak ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୫୦୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୬୮୯୨...

ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୫୦୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୬୮୯୨ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

172

ଭୁବନେଶ୍ୱର ୨୭-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୫୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୬୮୯୨ କୁ ବୃଦ୍ଧି ପାଇଛି।
– ନୂଆ ଆକ୍ରାନ୍ତ: ୧୫୦୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୦୦୨
– ସ୍ଥାନୀୟ ଅଞ୍ଚଳରୁ୫୦୧
–୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୪୯୧

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୧୯
୩- ବରଗଡ଼ ଜିଲ୍ଲାରୁ – ୨୩
୪- ଭଦ୍ରକ ଜିଲ୍ଲାରୁ – ୨୫
୫- ବଲାଙ୍ଗୀର ଜିଲ୍ଲାରୁ – ୨୧
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୧୩୬
୮- ଢେଙ୍କାନାଳ ଜିଲ୍ଲାରୁ – ୩୨
୯- ଗଜପତି ଜିଲ୍ଲାରୁ – ୭୩
୧୦- ଗଞ୍ଜାମ ଜିଲ୍ଲାରୁ – ୪୯୧
୧୧- ଜଗତସିଂହପୁର ଜିଲ୍ଲାରୁ – ୬
୧୨- ଯାଜପୁର ଜିଲ୍ଲାରୁ – ୫୧
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୧୦
୧୪- କଳାହାଣ୍ଡି ଜିଲ୍ଲାରୁ – ୧୦
୧୫- କନ୍ଧମାଳ ଜିଲ୍ଲାରୁ – ୭୩
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୯
୧୭- କେନ୍ଦୁଝର ଜିଲ୍ଲାରୁ – ୪୩
୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୨୩
୧୯- କୋରାପୁଟ ଜିଲ୍ଲାରୁ – ୩୪
୨୦- ମାଲକାନଗିରି : ୩୪
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୨୮
୨୨- ନବରଙ୍ଗପୁର ଜିଲ୍ଲାରେ: ୨
୨୩- ନୟାଗଡ଼ ଜିଲ୍ଲାରୁ – ୮
୨୪- ପୁରୀ ଜିଲ୍ଲାରୁ – ୪
୨୫- ରାୟଗଡ଼ା ଜିଲ୍ଲାରୁ – ୬୮
୨୬- ସମ୍ବଲପୁର ଜିଲ୍ଲାରୁ – ୧୭
୨୭- ସୋନପୁର ଜିଲ୍ଲାରୁ – ୪
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୫୭

– ନୂଆ ସୁସ୍ଥ ହୋଇଥିଲେ ୮୬୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୪୬୭୪୪୭
– ମୋଟ ଆକ୍ରାନ୍ତ ୨୬୮୯୨
– ମୋଟ ସୁସ୍ଥ ହେଲେଣି ୧୬୭୯୨
– ସକ୍ରୀୟ ଆକ୍ରାନ୍ତ – ୯୯୧୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.