ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ୧୨ ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ ହୋଇଛି। ରାଜ୍ୟରେ ଗତ ୨୪ ଘଂଟାରେ ୧୨୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ଜଣଙ୍କର ୨୮ ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୪୮୪କୁ ବୃଦ୍ଧି ପାଇଛି।
– ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ଅନୁଗୁଳ ଜିଲ୍ଲାରୁ ୩ ଜଣ ,
ଗଜପତି ଜିଲ୍ଲାରୁ ୧ ଜଣ ,
ଗଞ୍ଜାମ ଜିଲ୍ଲାରୁ ୧ ଜଣ ,
କଳାହାଣ୍ଡି ଜିଲ୍ଲାରୁ ୪ ଜଣ ,
କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣ ,
ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ,
ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ,
ନୂଆପଡ଼ା ଜିଲ୍ଲାରୁ ୧ ଜଣ ,
ପୁରୀ ଜିଲ୍ଲାରୁ ୨ ଜଣ ,
ରାୟଗଡ଼ା ଜିଲ୍ଲାରୁ ୨ ଜଣ ,
ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଏବଂ
ମୋଟରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି।
ନୂତନ ସକରାତ୍ମକ ମାମଲା: ୧୨୮୫୨
କ୍ୱାରେଣ୍ଟିନରେ: ୭୧୯୫
ସ୍ଥାନୀୟ ସମ୍ପର୍କ: ୫୬୫୭
ଜିଲ୍ଲା ୱାରୀ ମାମଲା:
୧ – ଅନୁଗୁଳ: ୮୭୪
୨ – ବାଲେଶ୍ୱର: ୫୦୮
୩ – ବରଗଡ: ୪୬୧
୪ – ଭଦ୍ରକ: ୧୫୧
୫ – ବଲାଙ୍ଗୀର: ୨୭୪
୬ – ବୌଦ୍ଧ: ୩୪୭
୭ – କଟକ: ୧୦୭୩
୮ – ଦେବଗଡ଼: ୧୦୫
୯ – ଢେଙ୍କାନାଳ: ୪୮୨
୧୦ – ଗଜପତି: ୭୭
୧୧ – ଗଞ୍ଜାମ: ୩୪୦
୧୨ – ଜଗତସିଂହପୁର: ୩୦୦
୧୩ – ଯାଜପୁର: ୩୩୭
୧୪ – ଝାରସୁଗୁଡା: ୩୯୯
୧୫ – କଳାହାଣ୍ଡି: ୬୬୮
୧୬ – କନ୍ଧମାଳ: ୧୦୪
୧୭ – କେନ୍ଦ୍ରାପଡା: ୨୮୫
୧୮ – କେନ୍ଦୁଝର: ୧୮୦
୧୯ – ଖୋର୍ଦ୍ଧା: ୧୯୦୯
୨୦ – କୋରାପୁଟ: ୨୭୨
୨୧ – ମାଲକାନଗିରି: ୧୧୪
୨୨ – ମୟୂରଭଞ୍ଜ: ୫୮୬
୨୩ – ନୱାରଙ୍ଗପୁର: ୩୪୪
୨୪ – ନୟାଗଡ଼: ୩୩୧
୨୫ – ନୁଆପଡା: ୭୦
୨୬ – ପୁରୀ: ୪୭୨
୨୭ – ରାୟଗଡ଼ା: ୧୯୮
୨୮ – ସମ୍ବଲପୁର: ୩୫୫
୨୯ – ସୋନପୁର: ୫୫
୩୦ – ସୁନ୍ଦରଗଡ: ୮୪୮
୩୧ – ରାଜ୍ୟ ପୁଲ୍: ୩୩୩
ନୂତନ ସୁସ୍ଥ: ୧୦୬୦୧
ସଂଗୃହିତ ପରୀକ୍ଷଣ: ୧୧୩୦୮୫୬୪
ସକରାତ୍ମକ: ୬୯୨୩୮୨
ମୋଟ ସୁସ୍ଥ: ୫୭୭୯୮୩
ସକ୍ରିୟ ମାମଲା: ୧୧୧୮୬୨
6. Boudh: 347
7. Cuttack: 1073
8. Deogarh: 105
9. Dhenkanal: 482
10. Gajapati: 77
11. Ganjam: 340
12. Jagatsinghpur: 300
13. Jajpur: 337
14. Jharsuguda: 399
15. Kalahandi: 668
16. Kandhamal: 104
17. Kendrapada: 285
18. Keonjhar: 180
19. Khurda: 1909
20. Koraput: 272— I & PR Department, Odisha (@IPR_Odisha) May 23, 2021
New recoveries: 10601
Cumulative tested: 11308564
Positive: 692382
Recovered: 577983
Active cases: 111862— I & PR Department, Odisha (@IPR_Odisha) May 23, 2021