Home Coronavirus Outbreak ରାଜ୍ୟରେ ଆଜି ଭାଙ୍ଗିଲା ରେକର୍ଡ଼ – ୨୯ ଜିଲ୍ଲାରୁ ୨୪୯୬ ନୂଆ ଆକ୍ରାନ୍ତ ଚିହ୍ନଟ –...

ରାଜ୍ୟରେ ଆଜି ଭାଙ୍ଗିଲା ରେକର୍ଡ଼ – ୨୯ ଜିଲ୍ଲାରୁ ୨୪୯୬ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା –  ୫୭୧୨୬

206

ଭୁବନେଶ୍ୱର ୧୫-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ଭାଙ୍ଗିଲା ରେକର୍ଡ଼ । ୨୯ ଜିଲ୍ଲାରୁ ୨୪୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା –  ୫୭୧୨୬ କୁ ବୃଦ୍ଧି ପାଇଛି

– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୩୭୮

– ନୂଆ ଆକ୍ରାନ୍ତ : ୨୪୯୬

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୯୧

– ସ୍ଥାନୀୟ ଅଞ୍ଚଳରୁ୯୦୫

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୨

୨- ବାଲେଶ୍ୱର ଜିଲ୍ଲାରୁ –  ୧୬୫

୩- ବରଗଡ଼ ଜିଲ୍ଲାରୁ –  ୩୬

୪- ଭଦ୍ରକ ଜିଲ୍ଲାରୁ –  ୧୦୨

୫- ବଲାଙ୍ଗୀର ଜିଲ୍ଲାରୁ –  ୯୨

୬- ବୌଦ୍ଦ ଜିଲ୍ଲାରୁ –  ୧୧୫

୭- କଟକ ଜିଲ୍ଲାରୁ –  ୧୨୮

୮- ଢେଙ୍କାନାଳ ଜିଲ୍ଲାରୁ –  ୬୯

୯- ଗଜପତି ଜିଲ୍ଲାରୁ –  ୬୮

୧୦- ଗଞ୍ଜାମ ଜିଲ୍ଲାରୁ –  ୩୨୭

୧୧- ଜଗତସିଂହପୁର ଜିଲ୍ଲାରୁ –  ୧୪

୧୨- ଯାଜପୁର ଜିଲ୍ଲାରୁ –  ୧୧

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୧୯

୧୪- କଳାହାଣ୍ଡି ଜିଲ୍ଲାରୁ –  ୪୨

୧୫- କନ୍ଧମାଳ ଜିଲ୍ଲାରୁ –  ୯୮

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୩

୧୭- କେନ୍ଦୁଝର ଜିଲ୍ଲାରୁ –  ୫୧

୧୮- ଖୋର୍ଦ୍ଧା ଜିଲ୍ଲାରୁ : ୩୭୮

୧୯- କୋରାପୁଟ ଜିଲ୍ଲାରୁ –  ୧୩୩

୨୦- ମାଲକାନଗିରି : ୭୩

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୨୩

୨୨- ନବରଙ୍ଗପୁର ଜିଲ୍ଲାରେ: ୧୧

୨୩- ନୟାଗଡ଼ ଜିଲ୍ଲାରୁ –  ୪

୨୪- ନୂଆପଡ଼ା ଜିଲ୍ଲାରୁ –  ୧୬

୨୫- ପୁରୀ ଜିଲ୍ଲାରୁ –  ୯୩

୨୬- ରାୟଗଡ଼ା ଜିଲ୍ଲାରୁ –  ୧୪୬

୨୭- ସମ୍ବଲପୁର ଜିଲ୍ଲାରୁ –  ୮୧

୨୮- ସୋନପୁର ଜିଲ୍ଲାରୁ –  ୨୦

୨୯- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୫୬

– ନୂଆ ସୁସ୍ଥ ହୋଇଥିଲେ୧୩୦୫

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୮୫୫୭୧୩

– ମୋଟ ଆକ୍ରାନ୍ତ ୫୭୧୨୬

– ମୋଟ ସୁସ୍ଥ ହେଲେଣି ୩୯୨୦୫

– ସକ୍ରୀୟ ଆକ୍ରାନ୍ତ –  ୧୭୫୩୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.