ଭୁବନେଶ୍ୱର ୧୫-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ଭାଙ୍ଗିଲା ରେକର୍ଡ଼ । ୨୯ ଜିଲ୍ଲାରୁ ୨୪୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା – ୫୭୧୨୬ କୁ ବୃଦ୍ଧି ପାଇଛି
– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୩୭୮
– ନୂଆ ଆକ୍ରାନ୍ତ : ୨୪୯୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୯୧
– ସ୍ଥାନୀୟ ଅଞ୍ଚଳରୁ୯୦୫
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୨
୨- ବାଲେଶ୍ୱର ଜିଲ୍ଲାରୁ – ୧୬୫
୩- ବରଗଡ଼ ଜିଲ୍ଲାରୁ – ୩୬
୪- ଭଦ୍ରକ ଜିଲ୍ଲାରୁ – ୧୦୨
୫- ବଲାଙ୍ଗୀର ଜିଲ୍ଲାରୁ – ୯୨
୬- ବୌଦ୍ଦ ଜିଲ୍ଲାରୁ – ୧୧୫
୭- କଟକ ଜିଲ୍ଲାରୁ – ୧୨୮
୮- ଢେଙ୍କାନାଳ ଜିଲ୍ଲାରୁ – ୬୯
୯- ଗଜପତି ଜିଲ୍ଲାରୁ – ୬୮
୧୦- ଗଞ୍ଜାମ ଜିଲ୍ଲାରୁ – ୩୨୭
୧୧- ଜଗତସିଂହପୁର ଜିଲ୍ଲାରୁ – ୧୪
୧୨- ଯାଜପୁର ଜିଲ୍ଲାରୁ – ୧୧
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୧୯
୧୪- କଳାହାଣ୍ଡି ଜିଲ୍ଲାରୁ – ୪୨
୧୫- କନ୍ଧମାଳ ଜିଲ୍ଲାରୁ – ୯୮
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୩
୧୭- କେନ୍ଦୁଝର ଜିଲ୍ଲାରୁ – ୫୧
୧୮- ଖୋର୍ଦ୍ଧା ଜିଲ୍ଲାରୁ : ୩୭୮
୧୯- କୋରାପୁଟ ଜିଲ୍ଲାରୁ – ୧୩୩
୨୦- ମାଲକାନଗିରି : ୭୩
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୨୩
୨୨- ନବରଙ୍ଗପୁର ଜିଲ୍ଲାରେ: ୧୧
୨୩- ନୟାଗଡ଼ ଜିଲ୍ଲାରୁ – ୪
୨୪- ନୂଆପଡ଼ା ଜିଲ୍ଲାରୁ – ୧୬
୨୫- ପୁରୀ ଜିଲ୍ଲାରୁ – ୯୩
୨୬- ରାୟଗଡ଼ା ଜିଲ୍ଲାରୁ – ୧୪୬
୨୭- ସମ୍ବଲପୁର ଜିଲ୍ଲାରୁ – ୮୧
୨୮- ସୋନପୁର ଜିଲ୍ଲାରୁ – ୨୦
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୧୫୬
– ନୂଆ ସୁସ୍ଥ ହୋଇଥିଲେ୧୩୦୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୮୫୫୭୧୩
– ମୋଟ ଆକ୍ରାନ୍ତ ୫୭୧୨୬
– ମୋଟ ସୁସ୍ଥ ହେଲେଣି ୩୯୨୦୫
– ସକ୍ରୀୟ ଆକ୍ରାନ୍ତ – ୧୭୫୩୫