Odiapua.com

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୩୩୦ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ଆଖ୍ରାନ୍ତ ୧୭୯୮୮୦ କୁ ବୃଦ୍ଧି

ଭୁବନେଶ୍ୱର ୨୦-୯ (ଓଡ଼ିଆ ପୁଅ) ରାଜ୍ୟେରେ ଆଜି ୩୦ ଜିଲ୍ଲାରୁ ୪୩୩୦ ନୂଆ ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ, ମୋଟ ଆଖ୍ରାନ୍ତ ୧୭୯୮୮୦ କୁ ବୃଦ୍ଧି ହୋଇଛି।

ଖୋର୍ଦ୍ଧାରୁ ସର୍ବାଧିକ – ୬୪୪
-୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
ଖୋର୍ଦ୍ଧାରୁ ସର୍ବାଧିକ – ୬୪୪

– ନୂଆ ଆକ୍ରାନ୍ତ: ୪୩୩୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୫୫୬
– ସ୍ଥାନୀୟ ଅଞ୍ଚଳରୁ୧୭୭୪

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୭୬
୨- ବାଲେଶ୍ୱର ଜିଲ୍ଲାରୁ – ୧୨୧
୩- ବରଗଡ଼ ଜିଲ୍ଲାରୁ – ୯୯
୪- ଭଦ୍ରକ ଜିଲ୍ଲାରୁ – ୭୪
୫- ବଲାଙ୍ଗୀର ଜିଲ୍ଲାରୁ – ୭୯
୬- ବୌଦ୍ଦ ଜିଲ୍ଲାରୁ – ୪୭
୭- କଟକ ଜିଲ୍ଲାରୁ – ୫୪୯
୮- ଦେବଗଡ଼ ଜିଲ୍ଲାରୁ – ୧୨
୯- ଢେଙ୍କାନାଳ ଜିଲ୍ଲାରୁ – ୬୭
୧୦- ଗଜପତି ଜିଲ୍ଲାରୁ – ୧୬
୧୧- ଗଞ୍ଜାମ ଜିଲ୍ଲାରୁ – ୫୧
୧୨- ଜଗତସିଂହପୁର ଜିଲ୍ଲାରୁ – ୧୬୭
୧୩- ଯାଜପୁର ଜିଲ୍ଲାରୁ – ୧୫୮
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୫୩
୧୫- କଳାହାଣ୍ଡି ଜିଲ୍ଲାରୁ – ୧୦୦
୧୬- କନ୍ଧମାଳ ଜିଲ୍ଲାରୁ – ୧୭୮
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦୭
୧୮- କେନ୍ଦୁଝର ଜିଲ୍ଲାରୁ – ୧୧୮
୧୯- ଖୋର୍ଦ୍ଧାରୁ ସର୍ବାଧିକ – ୬୪୪
୨୦- କୋରାପୁଟ ଜିଲ୍ଲାରୁ – ୯୪
୨୧- ମାଲକାନଗିରି : ୬୩
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୫୨
୨୩- ନବରଙ୍ଗପୁର ଜିଲ୍ଲାରେ: ୧୩୩
୨୪- ନୟାଗଡ଼ ଜିଲ୍ଲାରୁ – ୫୩
୨୫- ନୂଆପଡ଼ା ଜିଲ୍ଲାରୁ – ୬୨
୨୬- ପୁରୀ ଜିଲ୍ଲାରୁ – ୨୯୨
୨୭- ରାୟଗଡ଼ା ଜିଲ୍ଲାରୁ – ୮୫
୨୮- ସମ୍ବଲପୁର ଜିଲ୍ଲାରୁ – ୧୦୭
୨୯- ସୋନପୁର ଜିଲ୍ଲାରୁ – ୨୫
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨୩
୩୧- State Pool: ୨୨୫
ଗତକାଲି ସୁସ୍ଥ ହୋଇଥିଲେ : ୪୦୯୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୭୬୬୯୭୬
– ମୋଟ ଆକ୍ରାନ୍ତ ୧୭୯୮୮୦
– ମୋଟ ସୁସ୍ଛ ହୋଲେଣି ୧୪୧୬୫୭
ସକ୍ରୀୟ ଆକ୍ରାନ୍ତ : ୩୭୪୬୯