ଭୁବନେଶ୍ୱର ୬-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୬୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୦, ୭୧୭ କୁ ବୃଦ୍ଧି ବୃଦ୍ଧି ପାଇଛି।
– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୬୮
– ନୂଆ ଆକ୍ରାନ୍ତ: ୧୬୯୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୦୭୩
– ସ୍ଥାନୀୟ ଅଞ୍ଚଳରୁ ୬୨୬
– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ
୧- ଅନୁଗୁଳ ଜିଲ୍ଲାରୁ – ୧୭
୨- ବାଲେଶ୍ୱର ଜିଲ୍ଲାରୁ – ୧୭
୩- ବରଗଡ଼ ଜିଲ୍ଲାରୁ – ୮୧
୪- ଭଦ୍ରକ ଜିଲ୍ଲାରୁ – ୬୬
୫- ବଲାଙ୍ଗୀର ଜିଲ୍ଲାରୁ – ୨୧
୬- ବୌଦ୍ଦ ଜିଲ୍ଲାରୁ – ୮
୭- କଟକ ଜିଲ୍ଲାରୁ – ୧୦୫
୮- ଢେଙ୍କାନାଳ ଜିଲ୍ଲାରୁ – ୨୭
୯- ଗଜପତି ଜିଲ୍ଲାରୁ – ୫୯
୧୦- ଗଞ୍ଜାମ ଜିଲ୍ଲାରୁ – ୨୬୮
୧୧- ଜଗତସିଂହପୁର ଜିଲ୍ଲାରୁ – ୧୬
୧୨- ଯାଜପୁର ଜିଲ୍ଲାରୁ – ୪୧
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୧୦
୧୪- କଳାହାଣ୍ଡି ଜିଲ୍ଲାରୁ – ୩୦
୧୫- କନ୍ଧମାଳ ଜିଲ୍ଲାରୁ – ୭୪
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୭
୧୭- କେନ୍ଦୁଝର ଜିଲ୍ଲାରୁ – ୫୬
୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୨୦
୧୯- କୋରାପୁଟ ଜିଲ୍ଲାରୁ – ୪୧
୨୦- ମାଲକାନଗିରି : ୭୨
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୨୪
୨୨- ନବରଙ୍ଗପୁର ଜିଲ୍ଲାରେ: ୧୬
୨୩- ନୟାଗଡ଼ ଜିଲ୍ଲାରୁ – ୨୫
୨୪- ନୂଆପଡ଼ା ଜିଲ୍ଲାରୁ – ୩
୨୫- ପୁରୀ ଜିଲ୍ଲାରୁ – ୬୭
୨୬- ରାୟଗଡ଼ା ଜିଲ୍ଲାରୁ – ୧୯
୨୭- ସମ୍ବଲପୁର ଜିଲ୍ଲାରୁ – ୧୦୧
୨୮- ସୋନପୁର ଜିଲ୍ଲାରୁ – ୧୦
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୧୭୮
– ନୂଆ ସୁସ୍ଥ ହୋଇଥିଲେ୧୨୫୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୬୦୦୫୯୧
– ମୋଟ ଆକ୍ରାନ୍ତ ୪୦୭୧୭
– ମୋଟ ସୁସ୍ଥ ହୋଲେଣି ୨୫୭୩୭
– ସକ୍ରୀୟ ଆକ୍ରାନ୍ତ – ୧୪୭୦୦