Home Coronavirus Outbreak ରାଜ୍ୟରେ ଆଜି ୯୧୧ ନୂଆ ଆକ୍ରାନ୍ତ ଚିହ୍ନଟ, ୬୬ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ଆଜି ୯୧୧ ନୂଆ ଆକ୍ରାନ୍ତ ଚିହ୍ନଟ, ୬୬ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

108

ଭୁବନେଶ୍ୱର ୨୧-୮ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୯୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୯୧୧
୦-୧୮ ବର୍ଷ: ୧୧୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୩୧
ସ୍ଥାନୀୟ ଅଞ୍ଚଳରୁ: ୩୮୦
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୨୩
୨- ବାଲେଶ୍ୱର ଜିଲ୍ଲାରୁ – ୫୧
୩- ବରଗଡ଼ ଜିଲ୍ଲାରୁ – ୭
୪- ଭଦ୍ରକ ଜିଲ୍ଲାରୁ – ୧୨
୫- ବଲାଙ୍ଗୀର ଜିଲ୍ଲାରୁ – ୫
୬- କଟକ ଜିଲ୍ଲାରୁ – ୮୮
୭- ଦେବଗଡ଼ ଜିଲ୍ଲାରୁ – ୧୦
୮- ଢେଙ୍କାନାଳ ଜିଲ୍ଲାରୁ – ୧୬
୯- ଗଜପତି ଜିଲ୍ଲାରୁ – ୬
୧୦- ଗଞ୍ଜାମ ଜିଲ୍ଲାରୁ – ୪
୧୧- ଜଗତସିଂହପୁର ଜିଲ୍ଲାରୁ – ୨୪
୧୨- ଯାଜପୁର ଜିଲ୍ଲାରୁ – ୪୯
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୪- କଳାହାଣ୍ଡି ଜିଲ୍ଲାରୁ – ୭
୧୫- କନ୍ଧମାଳ ଜିଲ୍ଲାରୁ – ୪
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩୧
୧୭- କେନ୍ଦୁଝର ଜିଲ୍ଲାରୁ – ୧୦
୧୮- ଖୋର୍ଦ୍ଧାରୁ: ୩୫୨
୧୯- କୋରାପୁଟ ଜିଲ୍ଲାରୁ – ୬
୨୦- ମାଲକାନଗିରି : ୭
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୩୮
୨୨- ନୟାଗଡ଼ ଜିଲ୍ଲାରୁ – ୧୯
୨୩- ପୁରୀ ଜିଲ୍ଲାରୁ – ୩୦
୨୪- ରାୟଗଡ଼ା ଜିଲ୍ଲାରୁ – ୭
୨୫- ସମ୍ବଲପୁର ଜିଲ୍ଲାରୁ – ୧୩
୨୬- ସୋନପୁର ଜିଲ୍ଲାରୁ – ୩
୨୭- ସୁନ୍ଦରଗଡ଼ ଜିଲ୍ଲାରୁ – ୮
୨୮- State Pool: ୭୯
– ନୂଆ ସୁସ୍ଥ ହୋଇଥିଲେ୯୨୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୭୪୧୫୮୭୨
– ମୋଟ ଆକ୍ରାନ୍ତ ୧୦୦୦୦୮୪
– ମୋଟ ସୁସ୍ଛ ହୋଲେଣି ୯୮୩୨୪୫
– ସକ୍ରୀୟ ଆକ୍ରାନ୍ତ – ୯୪୯୭

ରାଜ୍ୟରେ ଆଜି ୬୬ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର ମୃତ୍ୟୁ ଅଡିଟ୍ ହେବା ପରେ ଏହି ସଂଖ୍ୟା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୭, ୨୮୯ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ଅନୁଗୁଳ ୬ ଜଣ,

ବାଲେଶ୍ୱର ୪ ଜଣ,

ଭଦ୍ରକ ୫ ଜଣ,

କଟକ ୧୦ ଜଣ,

ଢେଙ୍କାନାଳ ୮ ଜଣ,

ଜଗତସିଂହପୁର ୧୧ ଜଣ,

ଯାଜପୁର ୬ ଜଣ,

କେନ୍ଦ୍ରାପଡା ୭ ଜଣ,

କେନ୍ଦୁଝର ୨ ଜଣ,

ଖୋର୍ଦ୍ଧା ୩ ଜଣ,

ମୟୁରଭଞ୍ଜ ୨ ଜଣ,

ନୟାଗଡ଼ ୨ ଜଣ,

ମୋଟ ୬୬ ଜଣଙ୍କର ମୃତ୍ୟୁ ହୋଇଛି।

ଜିଲ୍ଲାୱାରୀ ସମସ୍ତ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୩, ୩୨୧ [+୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୦ [+୧୭] ଜଣ ସକ୍ରୀୟ ଅଛନ୍ତି। ୪୨, ୮୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨୪ [+୬] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୩୯, ୦୨୬ [+୫୧] ଜଣ ସଂକ୍ରମିତ ହୋଇଥିବା ବେଳେ ୪୮୦ [+୪୭] ଜଣ ସକ୍ରୀୟ ଅଛନ୍ତି। ୩୮, ୨୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୨ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୦, ୮୫୧ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୮୧ [+୭] ଜଣ ସକ୍ରୀୟ ଅଛନ୍ତି। ୩୦, ୪୪୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୫, ୯୧୦ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୭ [+୭] ଜଣ ସକ୍ରୀୟ ଅଛନ୍ତି। ୨୫, ୫୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୯ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୩, ୨୮୮ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୭୬ [+୫] ଜଣ ସକ୍ରୀୟ ଅଛନ୍ତି। ୨୩, ୦୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨୫୪୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩ ଜଣ ସକ୍ରୀୟ ଅଛନ୍ତି। ୧୨, ୪୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୮୯, ୬୪୨ [+୮୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୮୬ [+୭୮] ଜଣ ସକ୍ରୀୟ ଅଛନ୍ତି। ୮୭, ୭୬୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୮୮ [+୧୦] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୨୭୧ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୫୯ [+୧୦] ଜଣ ସକ୍ରୀୟ ଅଛନ୍ତି। ୬, ୧୬୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୯, ୪୧୧ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬୮ [+୮] ଜଣ ସକ୍ରୀୟ ଅଛନ୍ତି। ୧୯, ୦୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮୦ [+୮] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୫୫୦ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫ [+୬] ଜଣ ସକ୍ରୀୟ ଅଛନ୍ତି। ୯, ୪୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୩, ୫୫୬ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୪୪ [+୪] ଜଣ ସକ୍ରୀୟ ଅଛନ୍ତି। ୩୩, ୦୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୬, ୪୯୧ [+୨୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩୫୬ [+୧୩] ଜଣ ସକ୍ରୀୟ ଅଛନ୍ତି। ୨୫, ୯୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ [+୧୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୪୨, ୨୧୯ [+୪୯] ଜଣ ସଂକ୍ରମିତ ହୋଇଥିବା ବେଳେ ୪୯୧ [+୪୩] ଜଣ ସକ୍ରୀୟ ଅଛନ୍ତି। ୪୧, ୬୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୯ [+୬] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୩, ୬୬୩ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨ [+୨] ଜଣ ସକ୍ରୀୟ ଅଛନ୍ତି। ୨୩, ୪୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୪, ୨୧୯ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୪୮ [+୭] ଜଣ ସକ୍ରୀୟ ଅଛନ୍ତି। ୨୩, ୯୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୧, ୪୬୨ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୬୭ [+୪] ଜଣ ସକ୍ରୀୟ ଅଛନ୍ତି। ୧୧, ୩୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୪, ୦୧୦ [+୩୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୭ [+୨୪] ଜଣ ସକ୍ରୀୟ ଅଛନ୍ତି। ୨୩, ୬୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୦ [+୭] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୦, ୬୫୭ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୭୮ [+୮] ଜଣ ସକ୍ରୀୟ ଅଛନ୍ତି। ୨୦, ୪୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୩ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୫୭, ୬୫୭ [+୩୫୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୬୮୦ [+୩୪୯] ଜଣ ସକ୍ରୀୟ ଅଛନ୍ତି। ୧, ୫୨, ୫୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧, ୪୧୦ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୮, ୯୧୦ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୫ [+୬] ଜଣ ସକ୍ରୀୟ ଅଛନ୍ତି। ୧୮, ୮୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୧, ୫୭୨ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧ [+୭] ଜଣ ସକ୍ରୀୟ ଅଛନ୍ତି। ୧୧, ୪୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୩୯, ୩୫୨ [+୩୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩୦୩ [+୩୬] ଜଣ ସକ୍ରୀୟ ଅଛନ୍ତି। ୩୮, ୭୯୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୧ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩୪୮୮ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪ ଜଣ ସକ୍ରୀୟ ଅଛନ୍ତି। ୨୩, ୪୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୩, ୦୫୨ [+୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୮ [+୧୭] ଜଣ ସକ୍ରୀୟ ଅଛନ୍ତି। ୨୨, ୬୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯୫ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୨୮୩୦ ଜଣ ସଂକ୍ରମିତ ହୋଇଥିବା ବେଳେ ୨୧ ଜଣ ସକ୍ରୀୟ ଅଛନ୍ତି। ୨୨, ୭୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୪, ୨୮୧ [+୩୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୩ [+୩୦] ଜଣ ସକ୍ରୀୟ ଅଛନ୍ତି। ୪୩, ୬୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୨୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୯, ୯୪୧ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨ [+୭] ଜଣ ସକ୍ରୀୟ ଅଛନ୍ତି। ୧୯, ୭୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୦, ୭୬୬ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୨ [+୧୩] ଜଣ ସକ୍ରୀୟ ଅଛନ୍ତି। ୩୦, ୪୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୩, ୧୧୯ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦ [+୩] ଜଣ ସକ୍ରୀୟ ଅଛନ୍ତି। ୧୩, ୦୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୬୧, ୦୩୪ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୫ [+୮] ଜଣ ସକ୍ରୀୟ ଅଛନ୍ତି। ୬୦, ୩୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୭୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୨୭, ୯୯୩ [+୭୯] ଜଣ ସଂକ୍ରମିତ ହୋଇଥିବା ବେଳେ ୮୪୫ [+୭୯] ଜଣ ସକ୍ରୀୟ ଅଛନ୍ତି। ୨୭, ୧୪୮ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.