Home Coronavirus Outbreak ଆଜି ରାଜ୍ୟରେ କରୋନା ନେଲା ୪୫ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୪,୦୬୩ କୁ...

ଆଜି ରାଜ୍ୟରେ କରୋନା ନେଲା ୪୫ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୪,୦୬୩ କୁ ବୃଦ୍ଧି

73

ଭୁବନେଶ୍ୱର ୦୧-୦୭ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୪୫ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୪,୦୬୩ କୁ ବୃଦ୍ଧି ପାଇଛି।

ଅନୁଗୁଳ ଜିଲ୍ଲାର ୨ ଜଣ

ବାଲେଶ୍ୱର ଜିଲ୍ଲାର ଜଣେ,

ବରଗଡ ଜିଲ୍ଲାର ୩ ଜଣ,

ଖୋର୍ଦ୍ଧା ଜିଲ୍ଲାର ୯ଜଣ (ଭୁବନେଶ୍ୱରର ୫ ଜଣ),

କଟକ ଜିଲ୍ଲାର ୨ ଜଣ

ଢେଙ୍କାନାଳ ଜିଲ୍ଲାର ଜଣେ,

ଗଞ୍ଜାମ ଜିଲ୍ଲାର ୪ ଜଣ

ଯାଜପୁର ଜିଲ୍ଲାର ଜଣେ,

ଝାରସୁଗୁଡା ଜିଲ୍ଲାର ଜଣେ,

କେନ୍ଦୁଝର ଜିଲ୍ଲାର ୪ ଜଣ

ମୟୂରଭଞ୍ଜ ଜିଲ୍ଲାର ଜଣେ,

ନବରଙ୍ଗପୁର ଜିଲ୍ଲାର ଜଣେ,

ନୟାଗଡ଼ ଜିଲ୍ଲାର ୫ ଜଣ,

ପୁରୀ ଜିଲ୍ଲାର ୫ ଜଣ,

ସମ୍ବଲପୁର ଜିଲ୍ଲାର ୨ ଜଣ,

ସୁନ୍ଦରଗଡ ଜିଲ୍ଲାର ୩ ଜଣ

ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି।

୧ – ଅନୁଗୁଳ ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨ – ଅନୁଗୁଳ ଜିଲ୍ଲାର ୫୪ ବର୍ଷ ବୟସ୍କ ପୁରୁଷ।

୩ – ବାଲେଶ୍ୱର ଜିଲ୍ଲାର ୬୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୪ – ବରଗଡ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫ – ବରଗଡ ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୬ – ବରଗଡ ଜିଲ୍ଲାର ୪୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୭ – ଭୁବନେଶ୍ୱରର ୬୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୮ – ଭୁବନେଶ୍ୱରର ୨୭ ବର୍ଷ ବୟସ୍କ ପୁରୁଷ।

୯ – ଭୁବନେଶ୍ୱରର ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୦ – ଭୁବନେଶ୍ୱରର ୭୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୧ – ଭୁବନେଶ୍ୱରର ୫୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୨ – କଟକ ଜିଲ୍ଲାର ୭୨ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୩ – କଟକ ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ହାଇପୋଥାଇରଏଡିମ୍ ରୋଗରେ ପୀଡିତ ଥିଲେ।

୧୪ – ଢେଙ୍କାନାଳ ଜିଲ୍ଲାର ୩୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୫ – ଗଞ୍ଜାମ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ।

୧୬ – ଗଞ୍ଜାମ ଜିଲ୍ଲାର ୩୨ ବର୍ଷ ବୟସ୍କ ପୁରୁଷ।

୧୭ – ଗଞ୍ଜାମ ଜିଲ୍ଲାର ୪୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୮ – ଗଞ୍ଜାମ ଜିଲ୍ଲାର ୫୫ ବର୍ଷ ବୟସ୍କା ମହିଳା।

୧୯ – ଯାଜପୁର ଜିଲ୍ଲାର ୫୦ ବର୍ଷ ବୟସ୍କା ମହିଳା।

୨୦ – ଝାରସୁଗୁଡା ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ।

୨୧ – କେନ୍ଦୁଝର ଜିଲ୍ଲାର ୪୮ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୨୨ – କେନ୍ଦୁଝର ଜିଲ୍ଲାର ୫୬ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨୩ – କେନ୍ଦୁଝର ଜିଲ୍ଲାର ୨୨ ବର୍ଷ ବୟସ୍କ ପୁରୁଷ।

୨୪ – କେନ୍ଦୁଝର ଜିଲ୍ଲାର ୫୭ ବର୍ଷ ବୟସ୍କ ପୁରୁଷ।

୨୫ – ଖୋର୍ଦ୍ଧା ଜିଲ୍ଲାର ୩୫ ବର୍ଷ ବୟସ୍କା ମହିଳା।

୨୬ – ଖୋର୍ଦ୍ଧା ଜିଲ୍ଲାର ୮୫ ବର୍ଷ ବୟସ୍କ ପୁରୁଷ।

୨୭ – ଖୋର୍ଦ୍ଧା ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ।

୨୮ – ଖୋର୍ଦ୍ଧା ଜିଲ୍ଲାର ୬୦ ବର୍ଷ ବୟସ୍କା ମହିଳା।

୨୯ – ମୟୂରଭଞ୍ଜ ଜିଲ୍ଲାର ୪୯ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩୦ – ନବରଙ୍ଗପୁର ଜିଲ୍ଲାର ୫୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩୧ – ନୟାଗଡ଼ ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ।

୩୨ – ନୟାଗଡ଼ ଜିଲ୍ଲାର ୩୫ ବର୍ଷ ବୟସ୍କ ପୁରୁଷ।

୩୩ – ନୟାଗଡ଼ ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ।

୩୪ – ନୟାଗଡ଼ ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ।

୩୫ – ନୟାଗଡ଼ ଜିଲ୍ଲାର ୫୨ ବର୍ଷ ବୟସ୍କ ପୁରୁଷ।

୩୬ – ପୁରୀ ଜିଲ୍ଲାର ୭୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩୭ – ପୁରୀ ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩୮ – ପୁରୀ ଜିଲ୍ଲାର ୩୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩୯ – ପୁରୀ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪୦ – ପୁରୀ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୪୧ – ସମ୍ବଲପୁର ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୪୨ – ସମ୍ବଲପୁର ଜିଲ୍ଲାର ୫୩ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪୩ – ସୁନ୍ଦରଗଡ ଜିଲ୍ଲାର ୩୪ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ହାଇପୋଥାଇରୋଡିଜିମ୍ ରେ ପୀଡିତ ଥିଲେ।

୪୪ – ସୁନ୍ଦରଗଡ ଜିଲ୍ଲାର ୪୨ ବର୍ଷ ବୟସ୍କ ପୁରୁଷ।

୪୫ – ସୁନ୍ଦରଗଡ ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ।

ଜିଲ୍ଲାୱାରୀ ସମ୍ପୂର୍ଣ୍ଣ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୦, ୩୩୪ [+୭୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧୭ [+୭୬] ଜଣ ସକ୍ରୀୟ ଅଛନ୍ତି ଏବଂ ୩୯, ୫୪୦ ଜଣ ସୁସ୍ଥ ହୋଇଥିବା ବେଳେ ୧୭୭ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୩୩, ୮୧୮ [+୨୪୬] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୦୨୫ [+୨୪୫] ଜଣ ସକ୍ରୀୟ ଅଛନ୍ତି ଏବଂ ୩୦, ୬୫୬ ଜଣ ସୁସ୍ଥ ହୋଇଥିବା ବେଳେ ୧୩୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୦, ୨୦୪ [+୩୬] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୮ [+୩୩] ଜଣ ସକ୍ରୀୟ ଅଛନ୍ତି ଏବଂ ୨୯, ୬୭୫ ଜଣ ସୁସ୍ଥ ହୋଇଥିବା ବେଳେ ୧୪୧ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୨, ୬୯୩ [+୧୪୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୬୪୮ [+୧୪୫] ଜଣ ସକ୍ରୀୟ ଅଛନ୍ତି ଏବଂ ୨୦, ୯୯୧ ଜଣ ସୁସ୍ଥ ହୋଇଥିବା ବେଳେ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୨, ୯୧୦ [+୨୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୫ [+୨୧] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୬୫୩ ଜଣ ସୁସ୍ଥ ହୋଇଥିବା ବେଳେ ୮୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨, ୨୩୧ [+୩୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୦ [+୩୫] ଜଣ ସକ୍ରୀୟ ଅଛନ୍ତି ଏବଂ ୧୧, ୮୬୮ ଜଣ ସୁସ୍ଥ ହୋଇଥିବା ବେଳେ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୭୭, ୧୧୪ [+୪୬୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪, ୨୮୨ [+୪୬୦] ଜଣ ସକ୍ରୀୟ ଅଛନ୍ତି ଏବଂ ୭୨, ୫୪୧ ଜଣ ସୁସ୍ଥ ହୋଇଥିବା ବେଳେ ୨୮୭ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୫, ୯୯୪ [+୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯ [+୩] ଜଣ ସକ୍ରୀୟ ଅଛନ୍ତି ଏବଂ ୫, ୯୨୩ ଜଣ ସୁସ୍ଥ ହୋଇଥିବା ବେଳେ ୩୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୭, ୪୬୧ [+୯୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୭୩ [+୯୪] ଜଣ ସକ୍ରୀୟ ଅଛନ୍ତି ଏବଂ ୧୬, ୬୨୩ ଜଣ ସୁସ୍ଥ ହୋଇଥିବା ବେଳେ ୬୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୨୭୨ [+୧୬] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୫ [+୧୬] ଜଣ ସକ୍ରୀୟ ଅଛନ୍ତି ଏବଂ ୯, ୦୭୬ ଜଣ ସୁସ୍ଥ ହୋଇଥିବା ବେଳେ ୭୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୩, ୦୬୮ [+୨୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୬ [+୧୮] ଜଣ ସକ୍ରୀୟ ଅଛନ୍ତି ଏବଂ ୩୨, ୫୭୩ ଜଣ ସୁସ୍ଥ ହୋଇଥିବା ବେଳେ ୩୪୧ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୨, ୩୪୦ [+୬୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୦୬୩ [+୬୦] ଜଣ ସକ୍ରୀୟ ଅଛନ୍ତି ଏବଂ ୨୧, ୨୦୩ ଜଣ ସୁସ୍ଥ ହୋଇଥିବା ବେଳେ ୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୩୭, ୦୯୧ [+୨୦୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୪୩୬ [+୨୦୪] ଜଣ ସକ୍ରୀୟ ଅଛନ୍ତି ଏବଂ ୩୪, ୬୧୨ ଜଣ ସୁସ୍ଥ ହୋଇଥିବା ବେଳେ ୪୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡା ଜିଲ୍ଲାରେ ୨୩, ୩୧୩ [+୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୯ [+୪] ଜଣ ସକ୍ରୀୟ ଅଛନ୍ତି ଏବଂ ୨୩, ୦୮୧ ଜଣ ସୁସ୍ଥ ହୋଇଥିବା ବେଳେ ୧୨୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୩, ୮୧୬ [+୧୭] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩୬ [+୧୭] ଜଣ ସକ୍ରୀୟ ଅଛନ୍ତି ଏବଂ ୨୩, ୪୦୯ ଜଣ ସୁସ୍ଥ ହୋଇଥିବା ବେଳେ ୧୭୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୦, ୭୫୦ [+୨୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୬ [+୨୮] ଜଣ ସକ୍ରୀୟ ଅଛନ୍ତି ଏବଂ ୧୦, ୪୧୬ ଜଣ ସୁସ୍ଥ ହୋଇଥିବା ବେଳେ ୪୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୦, ୬୫୧ [+୭୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୮୫ [+୭୦] ଜଣ ସକ୍ରୀୟ ଅଛନ୍ତି ଏବଂ ୧୯, ୬୮୪ ଜଣ ସୁସ୍ଥ ହୋଇଥିବା ବେଳେ ୮୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୧୯, ୦୪୮ [+୭୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୫ [+୬୮] ଜଣ ସକ୍ରୀୟ ଅଛନ୍ତି ଏବଂ ୧୮, ୪୫୯ ଜଣ ସୁସ୍ଥ ହୋଇଥିବା ବେଳେ ୭୨ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୩୬, ୧୪୩ [+୫୮୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫, ୧୯୦ [+୫୭୫] ଜଣ ସକ୍ରୀୟ ଅଛନ୍ତି ଏବଂ ୧, ୩୦, ୨୮୭ ଜଣ ସୁସ୍ଥ ହୋଇଥିବା ବେଳେ ୬୫୬ [+୯] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୮, ୧୪୮ [+୭୭] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୩୬ [+୭୭] ଜଣ ସକ୍ରୀୟ ଅଛନ୍ତି ଏବଂ ୧୭, ୨୫୪ ଜଣ ସୁସ୍ଥ ହୋଇଥିବା ବେଳେ ୫୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୦, ୬୩୪ [+୮୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୨୬ [+୮୪] ଜଣ ସକ୍ରୀୟ ଅଛନ୍ତି ଏବଂ ୯, ୯୬୫ ଜଣ ସୁସ୍ଥ ହୋଇଥିବା ବେଳେ ୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୂରଭଞ୍ଜ ଜିଲ୍ଲାରେ ୩୫, ୬୮୨ [+୧୫୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୬୨୯ [+୧୫୩] ଜଣ ସକ୍ରୀୟ ଅଛନ୍ତି ଏବଂ ୩୩, ୯୨୧ ଜଣ ସୁସ୍ଥ ହୋଇଥିବା ବେଳେ ୧୨୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩, ୦୫୩ [+୩୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୨ [+୩୪] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୬୫୪ ଜଣ ସୁସ୍ଥ ହୋଇଥିବା ବେଳେ ୪୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୦, ୪୧୯ [+୧୧୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୨୨୮ [+୧୦୫] ଜଣ ସକ୍ରୀୟ ଅଛନ୍ତି ଏବଂ ୧୯, ୦୯୦ ଜଣ ସୁସ୍ଥ ହୋଇଥିବା ବେଳେ ୯୯ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲାରେ ୨୨, ୬୨୦ [+୬] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୦ [+୬] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୪୮୧ ଜଣ ସୁସ୍ଥ ହୋଇଥିବା ବେଳେ ୬୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୩୯, ୮୧୦ [+୧୮୯] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୮୧୦ [+୧୮୪] ଜଣ ସକ୍ରୀୟ ଅଛନ୍ତି ଏବଂ ୩୭, ୭୬୩ ଜଣ ସୁସ୍ଥ ହୋଇଥିବା ବେଳେ ୨୩୪ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୮, ୯୮୬ [+୨୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୩ [+୨୧] ଜଣ ସକ୍ରୀୟ ଅଛନ୍ତି ଏବଂ ୧୮, ୩୫୯ ଜଣ ସୁସ୍ଥ ହୋଇଥିବା ବେଳେ ୧୪୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୨୯, ୭୬୫ [+୩୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୫ [+୨୯] ଜଣ ସକ୍ରୀୟ ଅଛନ୍ତି ଏବଂ ୨୯, ୪୧୯ ଜଣ ସୁସ୍ଥ ହୋଇଥିବା ବେଳେ ୧୨୧ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲାରେ ୧୨, ୭୨୪ [+୨୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୭ [+୨୪] ଜଣ ସକ୍ରୀୟ ଅଛନ୍ତି ଏବଂ ୧୨, ୪୩୬ ଜଣ ସୁସ୍ଥ ହୋଇଥିବା ବେଳେ ୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୫୯, ୧୪୮ [+୫୯] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୨୩ [+୫୬] ଜଣ ସକ୍ରୀୟ ଅଛନ୍ତି ଏବଂ ୫୮, ୧୬୫ ଜଣ ସୁସ୍ଥ ହୋଇଥିବା ବେଳେ ୩୫୬ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଷ୍ଟେଟ୍ ପୁଲ ୨୩, ୬୪୭ [+୯୭] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୮୪ [+୯୭] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୭୬୩ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.