Home Coronavirus Outbreak ରାଜ୍ୟରେ ଆଜି ୪୯୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୫୩୯୨ କୁ ବୃଦ୍ଧି,...

ରାଜ୍ୟରେ ଆଜି ୪୯୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୫୩୯୨ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

298

ଭୁବନେଶ୍ୱର ୧୬-୭ (ଓଡ଼ିଆ ପୁଅ) ରାଜ୍ୟରେ ୪୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୫୩୯୨ କୁ ବୃଦ୍ଧି ହୋଇଛି।

– ନୂଆ ଆକ୍ରାନ୍ତ: ୪୯୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୨୨
– ସ୍ଥାନୀୟ ଅଞ୍ଚଳରୁ୧୭୨

– ୨୩ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ – ୨୪୬

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ

୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୨୧
୩- ଭଦ୍ରକ ଜିଲ୍ଲାରୁ – ୭
୪- ବଲାଙ୍ଗୀର ଜିଲ୍ଲା: ୩
୫- ବୌଦ୍ଦ ଜିଲ୍ଲାରୁ – ୨
୬- କଟକ ଜିଲ୍ଲାରୁ – ୩୮
୭- ଗଞ୍ଜାମ ଜିଲ୍ଲାରୁ – ୨୪୬
୮- ଜଗତସିଂହପୁର ଜିଲ୍ଲାରୁ – ୧
୯- ଯାଜପୁର ଜିଲ୍ଲାରୁ – ୧୫
୧୦- କଳାହାଣ୍ଡି ଜିଲ୍ଲାରୁ – ୨
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧
୧୨- କେନ୍ଦୁଝର ଜିଲ୍ଲାରୁ – ୧୦
୧୩- ଖୋର୍ଦ୍ଧା : ୬୪
୧୪- କୋରାପୁଟ ଜିଲ୍ଲାରୁ – ୪
୧୫- ମାଲକାନଗିରି : ୪
୧୬- ମୟୁରଭଞ୍ଜ ଜିଲ୍ଲାରୁ – ୧୪
୧୭- ନବରଙ୍ଗପୁର ଜିଲ୍ଲାରୁ – ୪
୧୮- ନୟାଗଡ଼ ଜିଲ୍ଲାରୁ – ୧୬
୧୯- ନୂଆପଡ଼ା ଜିଲ୍ଲାରୁ – ୯
୨୦- ପୁରୀ ଜିଲ୍ଲାରୁ – ୭
୨୧- ରାୟଗଡ଼ା ଜିଲ୍ଲାରୁ – ୧
୨୨- ସମ୍ବଲପୁର ଜିଲ୍ଲାରୁ – ୪
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦

– ନୂଆ ସୁସ୍ଥ ହୋଇଥିଲେ ୬୧୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୬୧୯୨୦
– ମୋଟ ଆକ୍ରାନ୍ତ ୧୫୩୯୨
– ମୋଟ ସୁସ୍ଥ ହେଲେଣି ୧୦୪୭୬
– ସକ୍ରୀୟ ଆକ୍ରାନ୍ତ – ୪୮୧୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.