Home Coronavirus Outbreak ରାଜ୍ୟରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯, ରାଜ୍ୟରେ କରୋନା ନେଲା...

ରାଜ୍ୟରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯, ରାଜ୍ୟରେ କରୋନା ନେଲା ୧୭ ଜୀବନ

278

ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ ହୋଇଥିବା ବେଳେ ସୁନ୍ଦରଗଡରୁ ୮୨୪, କଟକରୁ ୭୨୦, ପୁରୀ ଜିଲ୍ଲାରୁ ୭୦୮, ଅନୁଗୁଳରୁ ୪୫୬, ବରଗଡରୁ ୪୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ମୋଟ ପଜିଟିଭ୍ ସଂଖ୍ୟା ୫୪୪୮୭୩ କୁ ବୃଦ୍ଧି ପାଇଛି।

ସଂକ୍ରମିତଙ୍କ ମଧ୍ୟରୁ ୬୬୨୩ ଜଣ କ୍ବାରେଣ୍ଟିନ୍‌ ସେଣ୍ଟରର ରହିଥିବା ବେଳେ ୩୪୦୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ଆଜି କରୋନା ନେଲା ୧୭ ଜୀବନ। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୨୧୯୭ କୁ ବୃଦ୍ଧି ପାଇଛି।

ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ

୧ – ଅନୁଗୁଳ ଜିଲ୍ଲାରୁ ୪୫୬
୨ – ବାଲେଶ୍ୱର ଜିଲ୍ଲାରୁ ୨୩୦
୩ – ବରଗଡ ଜିଲ୍ଲାରୁ ୪୫୦
୪ – ଭଦ୍ରକ ଜିଲ୍ଲାରୁ ୨୪୮
୫ – ବଲାଙ୍ଗୀର ଜିଲ୍ଲାରୁ ୨୭୪
୬ – ବୌଦ୍ଧ ଜିଲ୍ଲାରୁ ୧୮୩
୭ – କଟକ ଜିଲ୍ଲାରୁ ୭୨୦
୮ – ଦେବଗଡ଼ ଜିଲ୍ଲାରୁ ୧୧୮
୯ – ଢେଙ୍କାନାଳ ଜିଲ୍ଲାରୁ ୨୪୪
୧୦ – ଗଜପତି ଜିଲ୍ଲାରୁ ୮୯
୧୧ – ଗଞ୍ଜାମ ଜିଲ୍ଲାରୁ ୨୦୯
୧୨ – ଜଗତସିଂହପୁର ଜିଲ୍ଲାରୁ ୧୧୫
୧୩ – ଯାଜପୁର ଜିଲ୍ଲାରୁ ୩୨୮
୧୪ – ଝାରସୁଗୁଡ଼ା ଜିଲ୍ଲାରୁ ୪୧୮
୧୫ – କଳାହାଣ୍ଡି ଜିଲ୍ଲାରୁ ୪୩୩
୧୬ – କନ୍ଧମାଳ ଜିଲ୍ଲାରୁ ୭୫
୧୭ – କେନ୍ଦ୍ରାପଡା ଜିଲ୍ଲାରୁ ୨୪୩
୧୮ – କେନ୍ଦୁଝର ଜିଲ୍ଲାରୁ ୧୬୬
୧୯ – ଖୋର୍ଦ୍ଧା ଜିଲ୍ଲାରୁ ୧୩୨୯
୨୦ – କୋରାପୁଟ ଜିଲ୍ଲାରୁ ୧୪୨
୨୧ – ମାଲକାନଗିରି ଜିଲ୍ଲାରୁ ୬୨
୨୨ – ମୟୂରଭଞ୍ଜ ଜିଲ୍ଲାରୁ ୨୦୭
୨୩ – ନବରଙ୍ଗପୁର ଜିଲ୍ଲାରୁ ୩୦୬
୨୪ – ନୟାଗଡ଼ ଜିଲ୍ଲାରୁ ୨୬୯
୨୫ – ନୁଆପଡା ଜିଲ୍ଲାରୁ ୩୧୧
୨୬ – ପୁରୀ ଜିଲ୍ଲାରୁ ୭୦୮
୨୭ – ରାୟଗଡ଼ା ଜିଲ୍ଲାରୁ ୧୩୨
୨୮ – ସମ୍ବଲପୁର ଜିଲ୍ଲାରୁ ୩୦୨
୨୯ – ସୋନପୁର ଜିଲ୍ଲାରୁ ୧୬୯
୩୦ – ସୁନ୍ଦରଗଡ ଜିଲ୍ଲାରୁ ୮୨୪
୩୧ – ରାଜ୍ୟ ପୁଲ୍ ରୁ ୨୭୧

ଆଜି ଟେଷ୍ଟ ହୋଇଛି : ୪୮୩୭୭
ନୂଆ ସଂକ୍ରମଣ : ୧୦୦୩୧
ନୂଆ ସୁସ୍ଥ ହେଲେ : ୮୫୪୧
ଆଜି ମୃତ୍ୟୁ ରିପୋର୍ଟ : ୧୭
ମୋଟ ପଜିଟିଭ୍ : ୫୪୪୮୭୩
ମୋଟ ଆରୋଗ୍ୟ : ୪୪୭୮୬୩
ମୋଟ ମୃତ୍ୟୁ : ୨୧୯୭
ସକ୍ରିୟ ମାମଲା : ୯୪୭୬୦

ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୮୫୪୧ କରୋନା ଆକ୍ରାନ୍ତ।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୧୩୮୩ ଜଣ ଖୋର୍ଦ୍ଧା ଜିଲ୍ଲାରୁ,
୭୪୫ ଜଣ ସୁନ୍ଦରଗଡ ଜିଲ୍ଲାରୁ,
୫୮୦ ଜଣ କଟକ ଜିଲ୍ଲାରୁ,
୫୩୦ ଜଣ ପୁରୀ ଜିଲ୍ଲାରୁ,
୪୩୯ ଜଣ ଝାରସୁଗୁଡା ଜିଲ୍ଲାରୁ,
୪୩୮ ଜଣ ବରଗଡ ଜିଲ୍ଲାରୁ,
୪୧୪ ଜଣ ସମ୍ବଲପୁର ଜିଲ୍ଲାରୁ,
୩୯୯ ଜଣ ନବରଙ୍ଗପୁର ଜିଲ୍ଲାରୁ,
୩୪୮ ଜଣ ଅନୁଗୁଳ ଜିଲ୍ଲାରୁ,
୩୩୪ ଜଣ ଯାଜପୁର ଜିଲ୍ଲାରୁ,
୨୬୬ ଜଣ ନୁଆପଡା ଜିଲ୍ଲାରୁ,
୨୪୭ ଜଣ ମୟୂରଭଞ୍ଜ ଜିଲ୍ଲାରୁ,
୨୨୬ ଜଣ ଗଞ୍ଜାମ ଜିଲ୍ଲାରୁ,
୧୯୩ ଜଣ କଳାହାଣ୍ଡି ଜିଲ୍ଲାରୁ,
୧୮୯ ଜଣ ନୟାଗଡ଼ ଜିଲ୍ଲାରୁ,
୧୬୧ ଜଣ କେନ୍ଦୁଝର ଜିଲ୍ଲାରୁ,
୧୫୯ ଜଣ ବଲାଙ୍ଗୀର ଜିଲ୍ଲାରୁ,
୧୫୬ ଜଣ ରାୟଗଡ଼ା ଜିଲ୍ଲାରୁ,
୧୫୪ ଜଣ ବାଲେଶ୍ୱର ଜିଲ୍ଲାରୁ,
୧୩୦ ଜଣ ଜଗତସିଂହପୁର ଜିଲ୍ଲାରୁ,
୧୨୦ ଜଣ ଗଜପତି ଜିଲ୍ଲାରୁ,
୧୦୩ ଜଣ ସୋନପୁର ଜିଲ୍ଲାରୁ,
୯୭ ଜଣ ଦେବଗଡ଼ ଜିଲ୍ଲାରୁ,
୯୦ ଜଣ ଭଦ୍ରକ ଜିଲ୍ଲାରୁ,
୮୮ ଜଣ କୋରାପୁଟ ଜିଲ୍ଲାରୁ,
୭୨ ଜଣ ବୌଦ୍ଧ ଜିଲ୍ଲାରୁ,
୭୦ ଜଣ କେନ୍ଦ୍ରାପଡା ଜିଲ୍ଲାରୁ,
୫୧ ଜଣ କନ୍ଧମାଳ ଜିଲ୍ଲାରୁ,
୫୧ ଜଣ ମାଲକାନଗିରି ଜିଲ୍ଲାରୁ,
୩୨ ଜଣ ଢେଙ୍କାନାଳ ଜିଲ୍ଲାରୁ ଏବଂ
୨୭୬ ଜଣ ରାଜ୍ୟ ପୁଲ୍ ରୁ ସୁସ୍ଥ ହୋଇଛନ୍ତି। ତେବେ
ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୪୪୭୮୬୩ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.